ଥପ ଥପ ପଡେ଼ ଶିଶିର ଘାସ ପତର ପରେ, ପକ୍ଷୀ ପନ୍ତି ପନ୍ତି ଉଡ଼ନ୍ତି ବଡ଼ ଆବେଗ ଭରେ ।
ସକାଳୁ ପେଟେ ପଡ଼ିନି କିଛି ମିଳିଛି ଭାଗ୍ୟେ ପାଚିଲା କୋଳି, ଚୋବାଇ ଯାଏ ମଞ୍ଜିକୁ ଥୁକି କି ଅବା ମାଡ଼ କି ଅବା ଗାଳି ।।୪।।
ତା ସାଙ୍ଗେ କେଶବ, ମିତା ଓ ଟୁକୁ ଯୁବତୀ ଯୁବକ ସେତେ ବେଳକୁ ସମସ୍ତେ ପିନ୍ଧନ୍ତି ମୋଟା ଚଷମା ନ ହେଲେ ଦେଖା ନ ଯାଉଛି ଜମା ।।୨।।
କିଏ ସେ ଦେଇଛି ଆକାଶରେ ରବି ତାରକା ଫୁଲର ରାତି, କାହାପାଇଁ ଏହି ମଣିଷ ଜାତି କର୍ମରେ ଯାଏ ମାତି ।୨।
ଜଙ୍ଗଲ ସେପାରେ ତା ବାପ ଘର, ଜଙ୍ଗଲଟି ବଣ ଜନ୍ତୁରେ ପୁର, ଇଷ୍ଟଦେବତାଙ୍କୁ ସ୍ମରଣ କରି, ପୁଟୁଳିଟେ ଧରି ଗଲା ବାହାରି ।
ତୁର୍ତୁରିଆ ପିମ୍ପୁଡ଼ି ଭାଇ କେଣିକି ଯାଉ ଧାଇଁକି । ମଉଜ, ଖୁସି, ଆରାମ ପାଇଁ ଟିକିଏ ବେଳ ନାହିଁକି ।
ମମି, ଡାଡ଼ି ଡାକେ ଫାଟେ କଲୋନୀ, ପିଲାଙ୍କର ନାମ ଜନି ବା ଟୋନି ।
କଅଁଳିଆ ଖରା ପଡ଼ି ବୁନ୍ଦା ବୁନ୍ଦା ଶିଶିର, ଧୂଆଁଳିଆ ଆକାଶରେ ମିଟ୍ ମିଟ୍ ସୀତାର ।୩।
ନ କର କୁଣ୍ଠା ଶ୍ରମ କରିବାକୁ, କରିବନି ହେଳା ନିଜ କର୍ତ୍ତବ୍ୟକୁ ।
ଆପଣଙ୍କ ମତାମତ