ବୁଝାଇଲେ ଅଜା ଶୁଣୁ ଆରେ କୁନା କରିଛୁ ଯଦି ତୁ ମନ କହୁଅଛି ତୋତେ କାରଣ ତାହାର ରଖିଥିବୁ ତୁହି ଧ୍ୟାନ ।
ମା' ଯେ ମା' ଏମିତି ମା' କାହାର ଜମା ନାହିଁ ଏକଥା ନିତି ମନରେ ଭାବେ ମା'କୁ ଚାହିଁ ଚାହିଁ
ବରଷା କହେ ନାଚି ନାଚିକା ଆ' ମୋ ପାଖେ ଜଲଦି ଗଛରେ କିଆଁ ଚଢୁଚୁ ଆରେ ପଡ଼ିବୁ ଖସି ଅଇଁଠୁ ।
ପାଖେ ଥିଲା ଖାତା ସିଏ ଯାଇଥିଲେ ବଜାରେ କାହିଁଗଲା ପାଇଲେନି ଖୋଜିଲେ ବି ହଜାରେ ।।
ଜୋଇଁର ଚାକିରୀ ଆମେରିକା ଦେଶେ ସେଥିପାଇଁ ବାହା ଦେଲୁ ।
ଦୁଃଖ ଥିଲା ମନେ ଏ ଜଗତ ଜନ ତୁମ୍ଭ ପାଶେ ଯିବା ପାଇଁ । କେଉଁକାଳୁ ପରା କରୁଥିଲେ ଚେଷ୍ଟା ହେଉଥିଲେ ହାଇଁ ପାଇଁ ।।
ଜହ୍ନମାମୁଁ ଗୋଲ୍ ସୂର୍ଯ୍ୟ ଜେଜେ ଗୋଲ୍ ଦିଗ୍ବଳୟ ଦିଶଇ ପରା ଗୋଲ୍, ଗୋଲ୍, ଗୋଲ୍
ଅରୁଆ ଚାଉଳ, ନୀଳ ନାରିକେଳ, ଦୂବ, ବରକୋଳି ପତର ଆଦି । କେତେ ଯତନରେ ରତନ ପରା, ମାଆ ସବୁ ରଖିଥାନ୍ତି ସମ୍ପାଦି ।।
ବାୟସ ସକଳ କରି କା' କା' ରବ ଉଡ଼ି ବୁଲି ଚତୁର୍ଦ୍ଦିଗେ କରନ୍ତି ପ୍ରଚାର ଉଠ ଉଠି ସର୍ବେ ପରା ହେଲାଣି ସକାଳ ହେଉ କର୍କଶ ଶବଦ କରେ ଉପକାର...
ଦୂରରୁ ଦିଶୁଚି ରଙ୍ଗ ବେରଙ୍ଗର କେତେ କୋଠା, ଚାଳଘର । ଅଙ୍କାବଙ୍କା ରାସ୍ତା ଉପରେ ଚାଲନ୍ତି କେତେ ଯେ ଗାଡ଼ି ମଟର ।।
ଆପଣଙ୍କ ମତାମତ