ଚାରିଦିନ ହେଲା ପଡ଼ିନି ପେଟରେ ଆହାର କିଛି, ବିଲମାଳେ ଧଣ୍ଡ ହୁଏ ଲଣ୍ଡଭଣ୍ଡ ଭୋକରେ ଅଛି ।
ଗଢ଼ିଅଛି ଯନ୍ତ୍ର ମଣିଷ ଅଟେ ରୋବଟ ନାମ ଅନାୟାସରେ ସାଧି ପାରୁଚି କେତେ ଅସାଧ୍ୟ କାମ ! ଗଢ଼ିଅଛି କମ୍ପ୍ୟୁଟର ସେ କରେ ଗଣନା କେତେ ମସ୍ତିଷ୍କ ସମାନ ହୋଇବ...
ଚାରି ବରଷର ପିଲା ସେଇ ଭଲମନ୍ଦ କଥା ନ ବୁଝଇ, ଚଗଲାମି କଥା ପଶିଲା ତା ମଥା ଧୂଳି ଛୁଳ କଲା ବାଟ ପରେ, ପୋତିଦେଲା କଣ୍ଟା ତା' ଭିତରେ...
ସୁଲୁସୁଲୁ ବାଆ ଗୁଲୁଗୁଲୁ କଥା । ଚୁପାଚୁପା ହସ ହରିନିଏ ବ୍ୟଥା ।।
ଭୁବନେଶ୍ୱର, ପୁରୀ, କୋଣାର୍କ ଗାଏ ଶିଳ୍ପୀର ଜୟ ଜଗତନାଥ ଟେକିଛି ହାତ ଯାଚଇ ବରାଭୟ । ଖଣ୍ଡଗିରିରେ ଧିଆନ ରତ ଐର ଖାରବେଳ ଧଉଳିଗିରି ଦେଇଚି ଫିଙ୍ଗି ଅଶୋକ କରବାଳ...
ହୋଲିଗୀତ ବଡ଼ପାଟିଆ ଗାଅ, ବାଇଦ ବାଜଣା ମନ ମତାଏ, ନାଚ ଚାଲୁଅଛି ଗୀତର ତାଳେ, ବଡ଼ସାନ ସବୁ ଏକ ଏ ମେଳେ ବଢ଼ିଆ ମଜା, ଚକଲେଟ୍ ଆଣି ଦିଅନ୍ତି ଅଜା...
ଜିଲ୍ଲା ସାଇବ ଘୋଷଣା କଲେ ମାରିବ ଯିଏ ହାତୀକୁ ଭଲେ ପ୍ରମାଣ ପତ୍ର ପାଇବ ସିଏ ପାଇବ ପୁରସ୍କାର ପାଣୁଆ ଛାତି ଟାଣୁଆ ଭାରି
ସବୁଠାରୁ ବଡ଼ ଧନୀଘର ପୁଅ ବୋଲି ଏ ସହରେ ନାଆଁ ମୋର, ସବୁ ପିଲା ମୋତେ ଖାତିରି କରନ୍ତି ଚକ୍ଲେଟ୍ ନେଇ ବାରମ୍ୱାର ।
ବିମାନରେ ବିରାଜିତ ମୁରଲୀପାଣି ପାଶରେ ଶୋଭନ୍ତି ପରା ରାଧିକାରାଣୀ ସତେ ବା ରତ ରଣେ ଦେବ ମାନବ ଗଣେ ରଙ୍ଗ ପିଚକାରୀ ତୋପ ହାତରେ ଧରି ।
ବୁକୁ ତା' ବିଦାରି ଚାଷୀ ଚାଷ କରି ଉପୁଜାଏ ଆମ ଆହାର, ଧରି ସେ ରଖିଛି ଦେଖୁଁ ଯାହା କିଛି, ଧରଣୀ ଜନନୀ ଆମର
ଆପଣଙ୍କ ମତାମତ