କିଏ ସେ ଦେଇଛି ଆକାଶରେ ରବି ତାରକା ଫୁଲର ରାତି, କାହାପାଇଁ ଏହି ମଣିଷ ଜାତି କର୍ମରେ ଯାଏ ମାତି ।୨।
ବୁଢ଼ା କହିଲା ତୁମେ ବିନା ପରିଶ୍ରମରେ ଏ ଫଳଟି ଖାଇଲ, ବିନା ପରିଶ୍ରମର ଫଳଠାରୁ ପରିଶ୍ରମର ଫଳ ବହୁତ ମିଠା ।
ଜଙ୍ଗଲ ସେପାରେ ତା ବାପ ଘର, ଜଙ୍ଗଲଟି ବଣ ଜନ୍ତୁରେ ପୁର, ଇଷ୍ଟଦେବତାଙ୍କୁ ସ୍ମରଣ କରି, ପୁଟୁଳିଟେ ଧରି ଗଲା ବାହାରି ।
ତୁର୍ତୁରିଆ ପିମ୍ପୁଡ଼ି ଭାଇ କେଣିକି ଯାଉ ଧାଇଁକି । ମଉଜ, ଖୁସି, ଆରାମ ପାଇଁ ଟିକିଏ ବେଳ ନାହିଁକି ।
ମମି, ଡାଡ଼ି ଡାକେ ଫାଟେ କଲୋନୀ, ପିଲାଙ୍କର ନାମ ଜନି ବା ଟୋନି ।
କଅଁଳିଆ ଖରା ପଡ଼ି ବୁନ୍ଦା ବୁନ୍ଦା ଶିଶିର, ଧୂଆଁଳିଆ ଆକାଶରେ ମିଟ୍ ମିଟ୍ ସୀତାର ।୩।
ନ କର କୁଣ୍ଠା ଶ୍ରମ କରିବାକୁ, କରିବନି ହେଳା ନିଜ କର୍ତ୍ତବ୍ୟକୁ ।
ଆପଣଙ୍କ ମତାମତ