ଅଙ୍ଗୁର, ଅଁଳା, ଚେରି, ଜାମୁ ବଇଁଚି, ବେତ, ଖିରିକୋଳି ବଉଳ କୋଳି, ଗଉଡ଼ ଗୋବିନ୍ଦ କୋଳି ଲାଗି ହୁଏ କଳି ।
ବରଷକେ ଥରେ ଆସିଛି ରଜ ଚୂଟିଆ ମୂଷାର ଭାରି ମଉଜ ।
ତେଣୁ ଦୁନିଆଁରେ ଅକାରଣରେ କାହାରି ସୃଷ୍ଟି ହୋଇନାହିଁ । ଯେଉଁ ପଦାର୍ଥ ଯାହା ପାଇଁ ଲୋଡ଼ା ଦୟାଳୁ ଈଶ୍ୱର ତାହାପାଇଁ ସେହି ପଦାର୍ଥ ସୃଷ୍ଟିକରି ରଖିଛନ୍ତି
ତଡ଼ାଗ ଲୋଡ଼ଇ କୁମୁଦ କମଳ, ସରଣୀ ଲୋଡ଼ଇ ଦୀର୍ଘତା ଦିବସ ଲୋଡ଼ଇ ତପନ କରଣ, ରଜନୀ ଲୋଡ଼ଇ ଶୁଭ୍ରତା ।।
ସବୁ କିଛି ତାର ଲାଗଇ କାମେ, ତା'ଠୁ ଆସ କିଛି ଶିଖିବା ଆମେ ।
ହାତ ଛାଡ଼ି ଦେଇ ମୁରୁକି ହସି, ଲଥ୍ କରି ସିଏ ପଡ଼ୁଛି ବସି ।
ଥପ ଥପ ପଡେ଼ ଶିଶିର ଘାସ ପତର ପରେ, ପକ୍ଷୀ ପନ୍ତି ପନ୍ତି ଉଡ଼ନ୍ତି ବଡ଼ ଆବେଗ ଭରେ ।
ଭାଲୁଟି ତା ପାଖକୁ ଗଲା । ସନେଇ ସେତେବେଳକୁ ପୁରା ଡରିଯାଇଥାଏ । ଭାଲୁ ତାର ଏପଟ ସେପଟ ଶୁଙ୍ଘିଲା ଓ ତା ଦେହରେ ଘଷିହେଲା ।
ସକାଳୁ ପେଟେ ପଡ଼ିନି କିଛି ମିଳିଛି ଭାଗ୍ୟେ ପାଚିଲା କୋଳି, ଚୋବାଇ ଯାଏ ମଞ୍ଜିକୁ ଥୁକି କି ଅବା ମାଡ଼ କି ଅବା ଗାଳି ।।୪।।
ତା ସାଙ୍ଗେ କେଶବ, ମିତା ଓ ଟୁକୁ ଯୁବତୀ ଯୁବକ ସେତେ ବେଳକୁ ସମସ୍ତେ ପିନ୍ଧନ୍ତି ମୋଟା ଚଷମା ନ ହେଲେ ଦେଖା ନ ଯାଉଛି ଜମା ।।୨।।
ଆପଣଙ୍କ ମତାମତ