ବୁକୁ ତା' ବିଦାରି ଚାଷୀ ଚାଷ କରି ଉପୁଜାଏ ଆମ ଆହାର, ଧରି ସେ ରଖିଛି ଦେଖୁଁ ଯାହା କିଛି, ଧରଣୀ ଜନନୀ ଆମର
ସେଇ ବାଟରେ ଦୌଡ଼ିଥାଏ ଗୋଟିଏ ଘୋଡ଼ା । ସେଥିରେ ପାଗପଟୁକା ବାନ୍ଧି ବସିଥାଏ ଜଣେ ସିପେଇ । ଆଖିରେ ତା'ର ଦପ୍ ଦପ୍ ତେଜ, ମୁହଁରେ ଦରଫୁଟା ହସ ।
ପାହି ଆସୁଥିଲା, ଅନ୍ଧାର ରଜନୀ ବହୁ ଥିଲା ଥଣ୍ଡା ବାଆ । ଏହି ସମୟରେ, ଶୁଭିଲା ସ୍ୱରଟେ ପଇସାଟେ ଦିଅ ମାଆ ।।
ମିଠା ଅଟେ ଗୁଡ଼, ମିଠା ଅଟେ ଚିନି ମିଠା ମହୁ, କନ୍ଦ, ମିଠାଇ ମିଠାକୁ ସଭିଏଁ ଆଦର କରନ୍ତି ପିତା ପରା ବାନ୍ତି ଲାଗଇ । ଆସ ! ସୁନାପିଲା...
ଦୁଷ୍ଟ ଲୋକ ମେଳରେ ରହିଲେ ତା' ପରି ଦଣ୍ଡ ପାଇବ । ତେଣୁ ଦୁଷ୍ଟଙ୍କଠାରୁ ଦୂରେଇ ରୁହ ।
ଗାତ ପାଖରେ ଦେଖି ମୂଷାରେ ବିଜୁଳି ବେଗେ ଧାଏଁ, ଆଜି କି ହେଲା, କାହିଁ ନ ଗଲା, ମୁହଁ ଶୁଖାଇ ଶୁଏ ।
ସେତେବେଳକୁ ବ୍ରାହ୍ମଣ ଦୁଆରେ କେତେ ଲୋକ ଆସି ଜମା ହୋଇଗଲେଣି । ଲୋକଙ୍କୁ ଦେଖି ବ୍ରାହ୍ମଣୀ ବେଶି ବାହୁନା ପକେଇଲା । ସମସ୍ତେ ମହାଜନକୁ ଛି' ଛାକର କଲେ ।
ମନ ହୁଏ ତା'ର ଯିବାକୁ ପଢ଼ି ବେଗରେ ଧରି ସିଲଟ ଖଡ଼ି । ପାରେନା ଜାଣି ମାଆ କିଆଁ ତାକୁ ବଣକୁ ପଠାଏ ବହି ଖାତା କିଛି ନ ଦେଇ...
ଶରରେ ଜଣକୁ ମାରିପାର । କିନ୍ତୁ ବୁଦ୍ଧିବଳରେ ରାଜା ଓ ତା' ରାଜ୍ୟକୁ ଧ୍ୱଂସ କରିହୁଏ । ଦେହର ବଳଠାରୁ ବୁଦ୍ଧିର ଶକ୍ତି ଅଧିକ ।
ଧନ, ମାନ, ଯଶ, ଅଧିକାରମାନ ସବୁକିଛି ପାଶେ ଥାଏ, ନଥିବା ପ୍ରକାରେ ପୋଛିନିଏ କାଳ ନିଜ ପାଇଁ ଜୀଏଁ ଯିଏ ।
ଆପଣଙ୍କ ମତାମତ