– ପୂର୍ବରୁ –
୬୨. ଏକ ଶବ୍ଦର ବିଭିନ୍ନ ବର୍ଣ୍ଣ ବିନ୍ୟାସ ।
ଶବ୍ଦ
ଅଗସ୍ତ୍ୟ, ଅଗସ୍ତି
ଅଗ୍ରସର, ଅଗ୍ରେସର, ଅଗ୍ରସାର
ଅଙ୍କୁର, ଅଙ୍କୂର
ଅଙ୍ଗୁଳି, ଅଙ୍ଗୁଳୀ
ଅଟବି, ଅଟବୀ
ଅତିସାର, ଅତିଶାର
ଅଦାଉଚି, ଅଦୌତି
ଅନିମିଷ, ଅନିମେଷ
ଅନ୍ତରିକ୍ଷ, ଅନ୍ତରୀକ୍ଷ
ଅନ୍ତେବାସୀ, ଅନ୍ତବାସୀ
ଅପଭ୍ରଂଶ,ଅପଭ୍ରଂସ
ଅମାବାସ୍ୟା, ଅମାବସ୍ୟା
ଅମ୍ର, ଆମ୍ର
ଅମ୍ରାତ, ଅମ୍ଳାତ
ଅରଣ, ଅରଣା
ଅରଣ୍ୟଚର, ଅରେଣ୍ୟଚର
ଅ(ଆ)ଲାବୁ, ଅ(ଆ)ଲାବୂ
ଅଳି(ଳୀ), ଆଳି(ଳୀ)
ଅବନି, ଅବନୀ
ଅବନ୍ତି, ଅବନ୍ତୀ
ଆଚ୍ଛା, ଆଛା
ଆଡ଼ଣି, ଆଡ଼ଣୀ
ଆୟୁ, ଆୟୁଃ
ଆପିଲ, ଅପିଲ
ଆମିକ୍ଷା, ଆମୀକ୍ଷା
ଆରବ, ଆରାବ
ଆଳବାଳ, ଅଳବାଳ
ଆଳି, ଆଳୀ
ଆବଳି, ଆବଳୀ
ଇନ୍ଦି, ଇନ୍ଦୀ
ଇନ୍ଦିବର, ଇନ୍ଦୀବର
ଇନ୍ଦୁର , ଇନ୍ଦୂର
ଇଲ୍ଲିଶ, ଇଲ୍ଲୀଶ, ଇଲୀଶ
ଇସ୍ତ୍ରୀ, ଇସ୍ତ୍ରି
ଈର୍ଷା, ଈର୍ଷ୍ୟା
ଈର୍ଷାଳୁ, ଈର୍ଷ୍ୟାଳୁ
ଈଷିତ, ଇଷିତ
ଉଡ଼ୁପ, ଉଡ଼ୂପ
ଉଲୁକ, ଉଲୂକ
ଉଷ, ଊଷ, ଉଷର
ଉଷା, ଊଷା
ଉଷ୍ଣିକ, ଉଷ୍ଣୀଶ
ଉଦ୍ଭିଜ, ଉଦ୍ଭିଦ
ଉପାନତ୍, ଉପାନହ
ଉଶୀର, ଉଷୀର
ଉଷ୍ମ, ଉଷ୍ମା
ଏକାଗ୍ର, ଏକାଗ୍ର୍ୟ
ଓକାର, ଓକାଳ
ଔରସ, ଔରସ୍ୟ
କଜ୍ଜଳ,କଜ୍ଜ୍ୱଳ
କଟି, କଟୀ
କଳସ, କଳଶ, କଳସୀ, କଳଶ
କିଶଳୟ, କିସଳୟ
କୁଷୀଦ, କୁସୀଦ,କୁଶୀଦ
କୁଟିର, କୁଟୀର
କେଶର, କେସର
କେଶରୀ, କେସରୀ
କୈକେୟି, କୈକୟି
କୋଶ, କୋଷ
କୌଶଲ୍ୟା, କୌସଲ୍ୟା
କୌଷେୟ, କୌଶେୟ
କଣି, କଣୀ
କଣ୍ଢାଇ, କଣ୍ଢେଇ
ଅର୍ଥ
ମୁନିବିଶେଷ
ଅଗ୍ରଗାମୀ
ଗଜା
ଆଙ୍ଗୁଳି
ବନ
ଉଦରାମୟ ରୋଗ
ଅକସ, ଅହନ୍ତା
ସୂକ୍ଷ୍ମକାଳ ପରିମାଣ
ଆକାଶ
ଶିଷ୍ୟ
ସ୍ଖଳନ
କୃଷ୍ଣ ପକ୍ଷର ଶେଷ ତିଥି
ଆମ୍ବ
ଆମ୍ବଡ଼ା
ଜଙ୍ଗଲି
ବନଚର
ଲାଉ
ଭ୍ରମର
ପୃଥିବୀ
ଦେଶ ବିଶେଷ
ରକ୍ତବର୍ଣ୍ଣ ଚୂର୍ଣ୍ଣ ବିଶେଷ
ବସ୍ତ୍ର ନିର୍ମିତ ପଙ୍ଖା
ଜୀବନ କାଳ
ପୁନର୍ବିଚାର ପ୍ରାର୍ଥନା
ଛେନା
ଶବ୍ଦ, ଦେଶ ବିଶେଷ
ମନ୍ଦା
ସଖୀ
ଶ୍ରେଣୀ, ସମୂହ
ଲକ୍ଷ୍ମୀ
ନୀଳ କଇଁ
ମୂଷା
ମତ୍ସ୍ୟ ବିଶେଷ
ରଜକର ଯନ୍ତ୍ର ବିଶେଷ
ହିଂସା
ପରଶ୍ରୀକାତର
କିଞ୍ଚିତ
ଚନ୍ଦ୍ର, ନୌକା
ପେଚା
କ୍ଷାର ମୃତ୍ତିକା
ପ୍ରଭାତ
ପଗଡ଼ି
ତରୁଲତା, ଗୁଳ୍ମାଦି
ଜୋତା
ବେଣାମୂଳ
ଉତ୍ତାପ
ଏକାମନା
ବାନ୍ତି
ଧର୍ମପତ୍ନୀଜାତ ପୁତ୍ର
ଅଞ୍ଜନ
ଅଣ୍ଟା
ମାଠିଆ
ନୂଆପତ୍ର
ସୁଧ
କୁଡ଼ିଆ
ପୁଷ୍ପ ମଧ୍ୟସ୍ଥ ନାଡ଼ୀ
ସିଂହ
ଭରତଙ୍କ ମାତା
ଭଣ୍ଡାର
ରାମଙ୍କ ମାତା
ପାଟବସ୍ତ୍ର
ବାଉଁଶର ଶାଖା
ଖେଳନା
ଶବ୍ଦ
କତୁରି, କତୁରୀ
କଦଳି, କଦଳୀ
କନ୍ଦରା, କନ୍ଦରୀ
କନ୍ଦି, କନ୍ଦୀ
କନ୍ଦୁକ, କନ୍ଦୂକ
କପାଟ, କବାଟ
କପାଳିୟା, କପାଳିଆ
କହୁଣି, କହୁଣୀ
କାଂସ,କାଂସ୍ୟ
କାକଳି, କାକଳୀ
କାଞ୍ଜି, କାଞ୍ଜୀ
କାନି, କାନୀ
କାଳି, କାଳୀ
କାଶ, କାସ
କାଶି, କାଶୀ
କିମ୍ବଦନ୍ତି, କିମ୍ବଦନ୍ତୀ
କୁନ୍ତି, କୁନ୍ତୀ
କୁଳିଶ, କୁଳୀଶ
କୁହୁ, କୁହୂ
କୃଶାନୁ, କୃଷାନୁ
କୃଷ୍ଣସାର, କୃଷ୍ଣଶାର
କୋଟି, କୋଟୀ
କୋଶଳ, କୋଷଳ, କୋସଳ
କୌରବ, କୌରବ୍ୟ
କ୍ରିମି, କୃମି
କ୍ଷୀରଶର, କ୍ଷୀରସର
କ୍ଷୁଦ, ଖୁଦ
ଖମ୍ବ, ଖୁମ୍ବ
ଖିଲ, ଖିଲି
ଗଣ୍ଡୁ, ଗଣ୍ଡୂ
ଗବେଷଣ, ଗବେଷଣା
ଗାଣ୍ଡିବ, ଗାଣ୍ଡୀବ
ଗାୟତ୍ରୀ, ଗାୟତ୍ତ୍ରୀ
ଗାର୍ହସ୍ଥ, ଗାର୍ହସ୍ଥ୍ୟ
ଗୁବାକ, ଗୂବାକ
ଗୁହାରି, ଗୁହାରୀ
ଗୋଧୁମ, ଗୋଧୂମ
ଗ୍ରଥିତ, ଗ୍ରନ୍ଥିତ
ଗ୍ରହଣି, ଗ୍ରହଣୀ
ଗିରିଶ, ଗିରୀଶ
ଘଟଣା, ଘଟନା
ଘେର, ଘେରା
ଚଟି, ଚଟୀ
ଚଣ୍ଡାଳ, ଚାଣ୍ଡାଳ
ଚିରଜୀବୀ, ଚିରଞ୍ଜୀବୀ
ଚୁଲ୍ଲି, ଚୁଲ୍ଲୀ
ଛୁଟି, ଛୁଟୀ
ଛୁରି, ଛୁରୀ
ଜନପଦ, ଜନପାଦ
ଜପ, ଜାପ
ଜମ୍ବିର, ଜମ୍ବୀର
ଜମ୍ବୁକ, ଜମ୍ବୂକ
ଜାମି, ଜାମୀ
ଜାଲି, ଜାଲୀ
ଜିନିସ, ଜିନିଷ
ଜ୍ୟୋତିଷ, ଜ୍ୟୌତିଷ
ଟଳଟଳ, ଟଳମଳ
ଟୋପି, ଟୋପୀ
ଠକ, ଠଗ
ଠାଣି, ଠାଣୀ
ତନୁ, ତନୂ
ତନୁଜ, ତନୂଜ
ଅର୍ଥ
କାଟିବାର ଯନ୍ତ୍ର ବିଶେଷ
କଦଳୀ ଗଛ
ପର୍ବତ ଗହ୍ୱର
ଗଳି
ପେଣ୍ଡୁ
ଦ୍ୱାରର ଆବରଣ
ଭାଗ୍ୟବନ୍ତ
ବାହୁ ଆଉ ମଣିବନ୍ଧର ଯୋଗସ୍ଥଳ
କଂସା
ଧ୍ୱନି ବିଶେଷ
ଖଟା ତୋରାଣି
ବସ୍ତ୍ରର ଶେଷଭାଗ
ଲିଖନର ଉପାଦାନ
କାଶ ରୋଗ, କାଇଁଶ ତୃଣ
ବାରାଣସୀ
ଜନରବ
ପାଣ୍ଡୁରାଜାର ପତ୍ନୀ
ବଜ୍ର
କୋକିଳ ଧ୍ୱନି
ଅଗ୍ନି
ହରିଣ ବିଶେଷ
ଅଗ୍ରଭାଗ
ଦେଶ ବିଶେଷ
କୁରୁବଂଶୀୟ
ପୋକ
ଦୁଗ୍ଧର ସାର
ତଣ୍ଡୁଳ କଣା
ଖୁଣ୍ଟ
ପାନ ବିଡ଼ିଆ
ତକିୟା
ଅନୁସନ୍ଧାନ
ଅର୍ଜୁନର ଧନୁ
ବେଦମାତା
ଗୃହସ୍ଥାଶ୍ରମ
ଗୁଆ
ନିବେଦନ
ଗହମ
ଗୁନ୍ଥିତ
ନାଡ଼ୀ ବିଶେଷ
ଶିବ
ଦୈବଗତି
ବେଷ୍ଟନ
ଚର୍ମପାଦୁକା
ନିଷ୍ଠୁର
ଅମର
ଅଗ୍ନିସ୍ଥାନ
ବିଦାୟ, ଛାଡ଼
ଅସ୍ତ୍ରବିଶେଷ
ଗ୍ରାମ
ପୁନଃ ପୁନଃ ଉଚ୍ଚାରଣ
ଲେମ୍ବୁ
ଶୃଗାଳ
ପତିବ୍ରତା ନାରୀ
ଅସଂଖ୍ୟ ଛିଦ୍ର ବିଶିଷ୍ଟ
ଦ୍ରବ୍ୟ
ଜ୍ୟୋତିଃଶାସ୍ତ୍ର
ଅସ୍ଥିର
ମସ୍ତକାବରଣ
ଦୁଷ୍ଟ
ଭଙ୍ଗି
ଶରୀର
ପୁତ୍ର
-:ତା’ପରେ :-