ରାଜସୌଭାଗିନି କର

ରାଜସୌଭାଗିନି କର

ଠିକଣା- ଜିଲ୍ଲା - କେନ୍ଦ୍ରାପଡ଼ା, ବ୍ଲକ - ମହାକାଳପଡ଼ା ଅନ୍ତର୍ଗତ ଅଲାଇଲୋ ପଞ୍ଚାୟତର ଏକ ଛୋଟ ଗାଁ ଟିଏ କୁମାରୁଣି । ଶିକ୍ଷାଗତ ଯୋଗ୍ୟତା - କମ୍ପ୍ୟୁଟର ପ୍ରୟୋଗରେ ସ୍ନା୍ତକୋତ୍ତର (ଏମ ସି ଏ) ଉତ୍ତୀର୍ଣ୍ଣ (ଚଳିତ ବର୍ଷ) । ଗତ ୨୦୨୨ ବର୍ଷ ଠାରୁ କବିତା ଲେଖିବା ସହ ଗଳ୍ପ ଲେଖିବା ଜାରି ରଖିଛି । ଧରା ପୃଷ୍ଠର ସବୁଜ ପରିବେଶ, ନିତିଦିନର ସମାଜ, ସାଂସ୍କୃତିକ, ପାରିବାରିକ, କିଛି ଅଭୁଲା ସ୍ମୃତି, ଭାବନା, ସମ୍ବୋଧନ, ପ୍ରେମ, ଯନ୍ତ୍ରଣା ର କିଛି ସତ୍ୟତା କୁ ନେଇ କବିତାରେ ରୂପା ଦେବାକୁ ପସନ୍ଦ କରେ । ଅନ୍ୟ କିଛି ରୁଚିରେ ଚିତ୍ର କରିବା ସହ ଅନେକ ପ୍ରକାରର କବିତା ଓ ଗଳ୍ପ ପୁସ୍ତକ ପଡ଼ିବା କୁ ଭଲ ଲାଗେ ।

Posts By ରାଜସୌଭାଗିନି କର

To Top