ମନ ର ସେ ଜିଜ୍ଞାସା, ଉଙ୍କି ମାରିଥିବା ପ୍ରଶ୍ନ, କ'ଣ ନିରୁତ୍ତର ହୋଇ ରହିଯିବ?
କାଳେ ତୁମେ ଦେଖୁ ଦେଖୁ ବେହୋସ ହୋଇବ କିଏ ଜାଣେ ତୁମେ କାଳେ ମୋପରି ହୋଇବ ସ୍ୱପ୍ନଭାଙ୍ଗି ବାରମ୍ବାର ନିଦଭରା ସମୁଦ୍ରବେଳାରେ ମନଭାଙ୍ଗି ବିଞ୍ଚୁଥିବ ବାଲିରେ ବାଲିରେ
ସବୁ ପଦରେ ଭୂଲ୍ ! ସବୁ ଅକ୍ଷର ନାଚୁଥାଏ ଫିଲ୍ମ୍ ପରି ଦେଖୁଥାଏ ବୁଜା ଆଖିପତା ଭିତରେ ପାହୁଥାଏ ରାତି।
ଖସି ହସୁଛି କି ଫାଳେ ଜହ୍ନ କି ସୁନା ସରୋବରେ ଝଲସେ ମୀନାକ୍ଷି
ମୋ ଗାଁର ଲୋକ ଭଲ ଓ ସରଳ ଅତି, ମନ ମୁହଁ ମଧୁର, ସମ୍ବେଦନାର ରହିଛି ଜ୍ୟୋତି । ସହଯୋଗ ଓ ଭାଇଚାରାରେ ଯେଉଁଠି ଘର ହୁଏ ପାବନ, ସେହି...
ତାକୁ ବଞ୍ଚିବାକୁ ହୁଏ ଜୀବନ ଅନ୍ୟର ଖୁସିରେ ତାକୁ ମଧ୍ୟ ଲୋଡା ଗୋଟେ ପ୍ରଶସ୍ତ ଆକାଶ, ତାରା ଭର୍ତ୍ତି ରାତି,ସ୍ୱପ୍ନମୟ ନିଦ୍ରା ସେ ବି ଖୋଜେ ସୁମନର ସୁଗନ୍ଧ, ଭଲପାଇବାର...
ହେ ସମୟ, ମୋତେ ଥରେ ଶିଖେଇ ଦିଅନ୍ତନି ବାରମ୍ବାର ମୁଖା ବଦଳାଇବାର କଳା, ଅନ୍ତରେ ଲୁଚାଇ ବିଷ
ଫେରି ଆସନ୍ତା କି ମୋ ପିଲା ଦିନ ବୋଉ କୋଳେ ବସି ଅଝଟ କରିଲେ ଖୋଇ ସେ ଦିଅନ୍ତା ଦେଖାଇ ଜହ୍ନ ମୁଖେ ଦେଇ ଚୁମ୍ବନ ।।
ଅନେକ ଆକାଶ ତଳେ ସେ ଏକା ଏକା ଏକ ଅବୁଝା ସୂର୍ଯୋଦୟ କୋମଳ ରଶ୍ମିରେ ବେଶ୍ କମନୀୟ ତାକୁ କିନ୍ତୁ ଅପେକ୍ଷା କରିଥାଏ ମୋଟେ ସରୁନଥିବା ନିଆଁ ଜରଜର ଏକ...
ଅପେକ୍ଷା... ଏକ ଶେଷହୀନ ସମ୍ମୋହନ-ଆଦିମ ସତ୍ୟକୁ ଅସରନ୍ତି ଶୋଷର ହିଲ୍ଲୋଳ ଚୁମୁଛି ସ୍ଵେଦ ଓ ଶ୍ରମର କେଉଁ ଉହାଡରୁ ।
ଆପଣଙ୍କ ମତାମତ