ଦେଶ ତ୍ୟାଗୀ ମେଧାବୀର, ନା ଲାଞ୍ଚ ନେଇ ନିଲମ୍ବିତ ହେଇଥିବା କିରାଣୀର। ଦାଦନ ଖଟିବାକୁ ଯାଉଥିବା ଶ୍ରମିକର ,ନା ଅର୍ଦ୍ଧ ଉନ୍ନତ ଦେଶର।
ଆଜି ମୁଁ ଆଙ୍କୁଛି , କଳା କଲମରେ, ତୋର ସେ ଚକା ଆଖିକୁ ।
ଶୁଣିଲେ ଶୁଣିଥାନ୍ତି ଆକ୍ଷେପ ଓ ଯେତେ ଅପବାଦ ପୋଡିଥିଲେ ପୋଡିଥାନ୍ତା ମଥା ଆଉ ଯେତେ ସ୍ଵାଭିମାନ ହଜିଥିଲେ ହଜିଥାନ୍ତା ତୁମ ରୁପା ପାଉଁଜି କଢ଼ିଆ ଓ ପଟେ କାନଫୁଲ ।
ମନର ମାନସୀ ସେ ବିଭୋର ମହ୍ଲାର ଛୁଟି ଆସେ ଯେହ୍ନେ ପତଙ୍ଗ ଅଗ୍ନିର ।
ହେଲେ ଶୁଣ , ଏଇ ଥର ଯେବେ ମୋ ପାଖକୁ ଫେରିବ, ସାଥିରେ ମେଞ୍ଚା ସମୟ ଆଉ ଧର୍ଯ୍ୟ ନେଇକି ଆସିବ । ମୋ ସବୁ ଅଭିଯୋଗ ଶୁଣିବା ପାଇଁ...
ଶିଖିବା ଏବେ ' ଳ ' ଲେଖିବା ସହଜ ଭାରି ଯେ ଅଟଇ, ରଖିବା ସମଭାଗ କରି ଛୋଟ ଚକୁଳି କୁ ପେଟେଇ ,
କୋଟି ଓଡିଆଙ୍କ ମଉଡମଣି ତୁ ଓଡ଼ିଶା ବାସୀଙ୍କ ପ୍ରାଣ, ମୁହୂର୍ତ୍ତଏ ତୋତେ ସ୍ମରଣ ନକଲେ ଚିତ୍ତ ହୁଏ ଆନମନ।
ମା ପରେ ଯିଏ କୋଳେଇ ନିଏରେ , ସୁନା ଭଉଣୀ ମୋ ତୁହି। ତତେ ଛାଡ଼ିଦେଇ କେମିତି ବଞ୍ଚିବି, ସାହସ ମୋ ପାଉନାହିଁ।
ପବନରେ ଲଘୁସଙ୍ଗୀତର ସୁର ଝରକା ବାହାରେ ରହି ପ୍ରଣୟର ଶେଯ ବିଛେଇ ଚାହିଁଛି ବିରହୀ ହୃଦୟ ପାଇଁ ।
କେବେ ବଦଳିବ ଏତେ ଦୀର୍ଘଯାତ୍ରା ପରେ ଆତତାୟୀ ମନ ବୁଦ୍ଧି ଚେତନାର ପରିସର ନିରୁତ୍ତର ନାଚାର ସମୟ... ! !
ଆପଣଙ୍କ ମତାମତ