ତୁମେ ସିନା ବାଛି ନେଲ ଅଫେରା ରାଇଜ ର ନିରନ୍ଧ୍ର ନିଳୟ କେବେ ଭାବିଛ କି ?
ମୁଁ ପଞ୍ଜୁରୀ ରେ ବନ୍ଦୀ ଶାରୀ ନୁହେଁ ମୁକ୍ତକାମୀ ପକ୍ଷୀଟିଏ ।।
ଚେତା ଫେରିଲାପରେ ଦେଖିଲି ଘରେ ମୁଁ ଶୋଇଛି ବୋଉ କୋଳରେ, ବୋଉ କାନ୍ଦୁଛି ପିଲାଙ୍କ ପରି କଇଁ କଇଁ ହୋଇ । ମୁଁ ଭାବୁଥିଲି ପାହାନ୍ତିଆ ଦୁଃସ୍ଵପ୍ନ ସତ ହୋଇଯାଏ...
ଆପଣଙ୍କ ମତାମତ