ଗାଁ ଭଳି ଏଠି ଖୋଲାମେଲାରେ ବୁଲି ମନ ହାଲକା କରିବାକୁ କିଛିନାହିଁ ।
ତୁମେ; ମନରେ ଅଛ ନା ମନ୍ଦିରରେ ତୁମେ; ଶୂନ୍ୟରେ ଅଛ ନା ସାଗରରେ ତୁମେ; ପବନରେ ଅଛ ନା ପ୍ରାଣରେ ମୁଁ ଜାଣେନା ଅଜ୍ଞାନ ଖୋଜୁଛି ମୋ ହୃଦୟରେ ।
ବାପା ; ଚାହିଁଦେଲେ ଥରେ ତେଜହୀନ ସ୍ନେହମିଶା ଚାହାଣୀରେ ଲାଗେ,ସ୍ବର୍ଗର ଐଶଯ୍ୟ ମୋ ହାତ ପାହାନ୍ତାରେ ଖସି ପଡୁଛି ଚୁନାଚୁନା ତାରାଫୁଲ ପରି ॥
ମୋ ଧ୍ୟାନ ଭଗ୍ନ ହେଲା ମୁଁ ଫେରି ଚାହିଁଲା ବେଳକୁ ଆଖି ଖୋଲି ସାତ ରଙ୍ଗରେ ଭରିଥିଲା ମୋ ଚତୁଃପାର୍ଶ୍ୱ ।
ମୁଁ ବୁଝି ପାରୁନି କିଏ କାହିଁକି ମତେ ଜଣେଇଲା ଈଶ୍ୱରଙ୍କ ବୋଲି କେହି ଅଛନ୍ତି ସେସର୍ବ କର୍ତ୍ତା, ସର୍ବ ଜ୍ଞାତା
ରାତି ସାଜି ହରିନେଲ ନିଦ ମୋର ଫଗୁଣ ସାଜି ମହକ ସୁରୁଜ ସାଜି ହରିଲ ଆଖି ଜ୍ୟାେତି ହୃଦରେ ଭରି କୁହୁକ,
ଦେହର ଦୋଳିରେ ଝୁଲୁଛି ଜୀବନ କାଳଝଂଜା ବହେ ପଛରୁ ଶେଷ ଅଭିନୟ ଚାଲିଛି ଏବେ ତ ଜଳେ ବେଶି ଲିଭା ଆଗରୁ ।
ସବୁ ସରିସରି ଯେଉଁଦିନ ମୁଁ ଜୁଈରେ ପାଉଁସ ହେବି ସେତେଦିନ ଯାଏ ତୁମରି ସ୍ମୃତିକୁ ହୃଦୟେ ସାଇତି ଥିବି ।
ଜହ୍ନ ଆଲୁଅରେ ଝାପ୍ସା ଦିଶିଲା ମତୁଆଲା ଆଖିଦୁଇ ଢଳଢଳ ଡୋଳା ସତେ ବୁଝିନେଲା ଯେତେ ମନକଥା ମୋର ନିକଟକୁ ଆସି ଦୁଇ ହାତ ଧରି ପ୍ରେମେ ଆଲିଙ୍ଗନ କରି ଅଜଣା...
ମାଟିମୋର ପ୍ରୀୟ, ମାଟିମୋର ଶ୍ରେୟ ମାଟିର କୋଳରେ ଖପ୍ ଖପ୍ ଡେଉଁ ଥିବା ମୁଁ ଏକ ଅମାନିଆ ମୋହ ।
ଆପଣଙ୍କ ମତାମତ