ଧନ୍ୟ ପ୍ରଶାସନ ଧନ୍ୟ ନୈତିକତା ଧନ୍ୟ ତୁମର ସାହସ ସରଳ ଲୋକଙ୍କୁ ଲଣ୍ଠଣ ଦେଖାଇ କରୁଅଛ ପରିହାସ
ପ୍ରତିବର୍ଷ ଅକ୍ଷୟ ତୃତୀୟା, ଚୈତ୍ର ପୂର୍ଣ୍ଣିମା ଓ ପଣା ସଂକ୍ରାନ୍ତି ପରି ଅନେକ ପର୍ବ ପର୍ବାଣି ବହୁ ଆଡ଼ମ୍ବରରେ ପାଳନ କରାଯାଇଥାଏ
ପୁନେଇ ଜହ୍ନ ପରି ମୁହଁ ମଝିରେ ଶୁଆଥଣ୍ଟିଆ ନାକ ଅଣ୍ଟା ତଳକୁ ଲମ୍ବିଛି କଳାନାଗପରି ଗୋଛାଏ ଚୁଟି ନଖିଆର ଆଖିକୁ ମାସେହେବ ନିଦନାହିଁ
ମାଲକାନାଗିରିରୁ ଗୁମୁଡ଼ୁମାହକୁ ନଗଡ଼ା ଦେଇକି ଗଲେ ଚିଟ୍ଫଣ୍ଡ ଠକାମି ଦାନମାଝୀ କଥା ବିରୋଧି ବହୁ ଗାଇଲେ
ଅସମ୍ଭବ ଯାହା କଣ୍ଟକିତ ପଥ ତଥାପି ଉଦ୍ଯୋଗ ଜାରି ବିଶ୍ୱନିୟନ୍ତା ନ’ଚାହିଁଲେ କେବେ ସତ୍ୟ କି ଆସିଛି ଫେରି? ଏତେଦିନ ପରେ ଯୋଦ୍ଧା କିଏ ଜଣେ ଯାଉଛି ଆଗକୁ ମାଡ଼ି...
ପରମାଣୁ ବୋମା ଦୌଡ଼ରେ କେବଳ ମାନବବାଦିର କ୍ଷତି ଏଭଳି କର୍ମରେ ବେନିଜନେ ପୀଡ଼ା ପ୍ରମେୟ ଚାଣକ୍ୟନିତି
ଭିଡ଼ିଓ ସିଡ଼ିରେ ନାକଟି ଛୋଟିଆ ପେଟଟି ଦିଶୁଛି ବଡ଼ ରଙ୍ଗ ଢ଼ାଞ୍ଚା ସ୍ୱର ମିଶି ଯାଏ ବୋଲି ବିରୋଧି ଦେଖାନ୍ତି ତୋଡ଼
ହୁମା ମନ୍ଦିରର ସ୍ଥାପତ୍ୟକଳା ସବୁ ଦର୍ଶକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରେ । କାରଣ ଏହି ମନ୍ଦିରଟି ଉତର-ପୂର୍ବକୁ ୪୬ଂ କୋଣରେ ଢ଼ଳିକି ରହିଛି । ଏହି ପରିସରରେ ଥିବା ପ୍ରତ୍ୟେକ କାରୁକାର୍ଯ୍ୟରେ...
ବରଷା ଗଲାଣି ଶୀତ ଆସିଲାଣି ରୁତୁ ପରେ ରୁତୁ ଖେଳି ହାତ ମୁହଁ ଧୋଇ ଖାଇବାକୁ ବସ ରୋଗ ଆସେ ଭଳିଭଳି
ସ୍ୱପ୍ନ ଭାଙ୍ଗି ଦେଇ ଏକା ଚାଲିଗଲ ଦେଇଥିବା କଥା ଭୁଲି ଜହ୍ନ ତାରା ସଙ୍ଗେ ସରଗରେ ତୁମେ ମନାଉଥିବ ଦୀପାଳି
ଆପଣଙ୍କ ମତାମତ