ପିଲାଦିନ କଥା ପଡ଼ିଲେ ପୁରୁଣା କଥାର ପେଡ଼ି ଖୋଲି ମୋ ଆଗରେ ଠିଆ ହୁଏ ଭୋକର ବ୍ରହ୍ମରାକ୍ଷସ ।
ସେଇ ବିଶ୍ୱାସରେ ମହକିତ କରି ସାରିଛି ଧାଇଁବାର ଅନିଶ୍ୱାସୀପଣ ପ୍ରତିଦ୍ୱନ୍ଦୀ ନୁହେଁ ନିଜ ସ' ନିଜର ପ୍ରତିଯୋଗିତାରେ ଅହରହ ମୁଖର ମିଳନ ।
ମନର ସେ ନୀଳଢେଉ ବେଳା ଭୁଲିଯିବ ଅଭୁଲା ପାଦ ଚିହ୍ନକୁ ଝଡ଼ ଶୋଷି ନେବ ସଜଡ଼ା ସ୍ନେହରେ କାଳେ ଲାଗିବ ଡହକ ।।
ବଞ୍ଚାଇବା କଠିନ ସାଜୁଛି, ବଞ୍ଚିବା ବି ସେ ପାଇଁ ମନ ଓ ବିବେକ ଖେଳନ୍ତି ଲୁଚକାଳି ଖେଳ ।
ସବୁ ଥାଇ ତୁ ନ ଥିଲେ ମୋର କିଛି ନାହିଁ କିଛି ନ ଥାଇ ତୁ ଥିଲେ ମୋର କିଛି ଲୋଡ଼ା ନାହିଁ ।।
ଇଚ୍ଛା ହୁଏ ... ତୁମର ସବୁ କଷ୍ଟ, ଯନ୍ତ୍ରଣାକୁ ଆବୋରି ନେଇ ତୁମକୁ ପ୍ରାଣ ଭରି ଭଲ ପାଇବାକୁ ...
ନିବିଡ ତୁମର ବାହୁ ବନ୍ଧନ, ମଧୁର ତୁମର ଚାପା ଗୁଞ୍ଜରଣ, ଚୁପି ଚୁପି ତୁମ ପୀରତି କଥା । ମରମ କୁ ମୋର ଛୁଇଁ ଯାଏ ଯେବେ ହରି ନିଏ...
କଦବା କେମିତି ପ୍ରତୀକ୍ଷିତ ମୁହୁର୍ତ୍ତଟି ବାଟବଣା ହୋଇଯାଏ, କେବେ ପ୍ରତୀକ୍ଷା କ୍ଷଣକରେ ସରିଯାଏ, କେବେ ଅବା ଏତେ ଲମ୍ବା ହୁଏ, ଗୋଟିଏ ଜୀବନ ବି କମ୍ ପଡିଯାଏ ।
ଭୁଲିଗଲ ତୁମେ । ଏକାନ୍ତରେ ହୋଇ ବାଲ୍କୋନିରେ ଠିଆ, ଦେଖିବାକୁ ଅନନ୍ତ ଆକାଶ ଟିକି ଟିକି ତାରା ।
ଜହ୍ନ କହିଲା ମୁଠାଏ ଆଶା ଆଉ ଆଞ୍ଜୁଳାଏ ସ୍ଵପ୍ନ କିଛି ଆଶ୍ୱାସନା ଆଉ କିଛି ବେଦନା ସବୁ ସହି ବଂଚିବାର ନାମ ଯେ ପ୍ରେମ ଏହା ଛଡା ମୁଁ କିଛି...
ଆପଣଙ୍କ ମତାମତ