ଭାପ୍ପାଙ୍କ ପଦପାତ ମୋଠାରୁ ଏତେ ଦ୍ରୁତ ଥିଲା ଯେ ମୁଁ ଦୌଡ଼ିବାକୁ ବାଧ୍ୟ ହେଲି । ୧୩୮ ପାଦ ବଦଳରେ ୬୯ ପାଦରେ ଆମେ ଗାଧୁଆଘରେ ପହଞ୍ଚି ଯାଇଥିଲୁ ।
ଭାପ୍ପାଙ୍କ ପଦପାତ ମୋଠାରୁ ଏତେ ଦ୍ରୁତ ଥିଲା ଯେ ମୁଁ ଦୌଡ଼ିବାକୁ ବାଧ୍ୟ ହେଲି । ୧୩୮ ପାଦ ବଦଳରେ ୬୯ ପାଦରେ ଆମେ ଗାଧୁଆଘରେ ପହଞ୍ଚି ଯାଇଥିଲୁ ।
ଦୁଃସାହସିକ ଖେଳକସରତକାରୀ ଭଳି ଆମେ ସମତାଳରେ ତଳକୁ ଓହ୍ଳାଇଗଲୁ । ବୁଦା ଡେଇଁ ମାଦାମା ଲେନ ଦେଇ ଘରକୁ ଦୌଡ଼ିଲୁ । ଅବଶ୍ୟ ଆମ ଗତିରେ ଥିଲା ନିରୀହ ମନ୍ଥରତା,...
ତା’ପରେ ଘୋଷଣା କଲେ, ରେଳବାଇ କ୍ୱାର୍ଟରର ସେହି ଝିଅଟି ଝରକା ବନ୍ଦ କରିଦେଇ ସବୁଦିନ ପାଇଁ କୁଆଡ଼େ ଚାଲିଗଲା ।
ଆପଣଙ୍କ ମତାମତ