ହାୟଃରେ..... କିଛି ନିମନ୍ତିତ କିଛି ଅନିମନ୍ତ୍ରିତ ସବୁଠୁଁ ଅନୁଗତ ପ୍ରିୟ ବନ୍ଧୁ ଜୀବଦ୍ଦଶାର
କେମିତି କହିବି ଦୁଇ ମୁଲକରେ ତୁମ ଆଉ ମୋ ମଧ୍ୟରେ ଅଦୃଶ୍ୟ ପାଚେରି
ସୁନ୍ଦରୀ ସୂର୍ପଣଖାର ଆଁ'ଭିତରେ ହଜୁଛି ଗାଁର ଲଳିତ ଲାବଣ୍ୟ ସାବଧାନ !
କେହି ଜଣେ ଛପି ବସିଥାଏ ସେଇ ସମୟକୁ ପ୍ରତୀକ୍ଷିତ ମୁହୂର୍ଭ ହିଁ ପହଞ୍ଚିଯାଏ ଠିକଣା ବେଳେ
ଅର୍ଥ ନୁହେଁ ଶେଷର ପହଞ୍ଚାଣ ଭାଙ୍ଗିଯିବାର ସୂଚନାଙ୍କ !
ଫିଟିଯାଏ କୋହ ଓ ମୋହର ପୃଥିବୀରୁ କ୍ଷଣିକ ଆଶ୍ଵସ୍ତିରେ ବହୁଦୂର ପଥ
ମୁଁ ମୋ ବଡିମାର ସ୍ଵାଭିମାନୀ ଗାଳି ବର୍ଷିଣରେ ପୋତି ପକାଇଛି ସିନା ଭେଟ ମିଳିନି ତୋ ସଙ୍ଗେ ଧରାଛୁଆଁ ଦେଇନୁ ତୁ ଖିଡ଼ିକି ଦେଇଛୁ କିଳି ମୋ ଅନାହତ ନିର୍ବୋଧପଣରେ...
ଜହ୍ନ ଭିତରେ ତମେ ତମ ଭିତରେ ବି ଜହ୍ନ ଏକ ପରିତ୍ୟକ୍ତ ସମୟର ଉପତ୍ୟକାରେ ଶେଷପ୍ରାୟ ଦ୍ୟୁତିର ଅବଶେଷଟିଏ ।
କିଛି ବି ମଉଳିନି ଗଛପତ୍ର ସମୁଜ୍ଜ୍ଵଳ ପୂର୍ବଠୁଁ ଅଧିକ ନୂତନ ଆଭାରେ
ହାତ ମୁଠାରେ ବାକିତକ ସମୟକୁ ପାଥେୟ କରି
ଆପଣଙ୍କ ମତାମତ