ମାତ୍ର ସେ ଡେଉଁଥିବା ସମୟରେ ଯେ କେହି ତାଙ୍କ ଛାୟା ତଳକୁ ଆସିଯାଇଥାଏ, ତା'ର ମୃତ୍ୟୁ ହୋଇଥାଏ । ତେଣୁ ରାତିରେ ସେ ଆମ୍ୱ ବଗିଚା ରାସ୍ତା ଦେଇ ମଧ୍ୟ...
ତା' ମାମୁ ପୁଅ ଭାଇଙ୍କ ଝିଅ ଝିଆରୀକୁ ପ୍ରେମରେ ଫସାଇ ସେ ତା' ସଙ୍ଗେ ଥରେ ସାତଦିନ ପର୍ଯ୍ୟନ୍ତ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲା ।
ସବୁ ଦେଇ ଦେଇ ସେ ଶୂନ୍ୟ ଅନ୍ୟର ସ୍ୱାର୍ଥ ପାଇଁ ନିଜ ଦେହ ଚିରି ଦେଇଛି ରାସ୍ତା , ବୁହେଇଛି ଶିରା ପ୍ରଶିରାର ସବୁ ଯାକ ରକ୍ତ , ମୁଣ୍ଡେଇଛି...
ଆଉ ଗୀତ ଗାଇବନି ଧାନବିଲ ବାପା ଫୁର୍କିନା ଉଡ଼ିଯାଇଚି ବଣି ଧାନଟିଏ ପୋତିଲନି ଯେ ନିଜକୁ ପୋତିଦେଲ ପଙ୍କରେ ।
ମୋ ହୃଦୟ ସାଧା କାଗଜରେ ଲେଖିଦେଇ ପ୍ରେମର ଅକ୍ଷର ଆଖି ପଲକରେ କରିନେଇଥିଲ ମୋ ହୃଦୟକୁ ଅତି ନିଜର
ମୂର୍ତ୍ତି ନ ଥାଇ ମନ୍ଦିର ଥାଇପାରେ, କିନ୍ତୁ କଳହ ନ ଥାଇ ଦାମ୍ପତ୍ୟ ଜୀବନ ନ ଥାଏ । ଅବଶ୍ୟ ଅନ୍ୟା ଶାନ୍ତ, ଶିଷ୍ଟା ଝିଅ । ପାଟିତୁଣ୍ଡ ସହ୍ୟ...
ବଜାର ହାଟମାନଙ୍କରେ ଯେପରି ପୂଜା ସମୟର ବର୍ଣ୍ଣାଢ୍ୟତାକୁ ବାରି ହୁଏ ସେହିପରି ରାସ୍ତାକଡ଼ର ମ୍ୟାଗାଜିନ୍ ଷ୍ଟଲମାନଙ୍କରେ ପୂଜା ସାହିତ୍ୟର ଭରପୁର ଉପସ୍ଥିତିକୁ ଛୁଇଁ ହୁଏ ।
ତମ ଗାଁ ଦାଣ୍ଡ ପଡିଲେ ଶୋଇ ରାତ୍ରୀ ଯାଏ ନଇଁ ଆମ ସପନେ ତମ ଗାଁ ଗୋରି ଆଉ ସେଠି କେ ନାହିଁ ।
ସଫା ଦିଶିଲାଣି ନଈ ନାଳ ପାଣି ପୋହଳା ଚିତଳ ଚିତି ମାରିଲେଣି ଉଡ଼ି ମାଛରଙ୍କା ଛପି ମାରେ ଡୁବ ନୀଳକଇଁ ଦିଶେ ତୋରାରେ ଶରତ ଆସିଲା ଧରାରେ ।
ଝରି ଗଲା କେତେ ଜଳ ଗର୍ଭବତୀ ଆକାଶ କୁକ୍ଷିରୁ, ଭାଙ୍ଗି ଗଲା କେତେ ମନ ଅସହିଷ୍ଣୁ ଦୁନିଆ ଦାଉରୁ ।
ଆପଣଙ୍କ ମତାମତ