ସମୟ ସୁଅରେ ହଜିଯାଏ ପିଲାବେଳ ବାଲିଘର ତୋଳା ପୁଣି ଲୁଚକାଳି ଖେଳ. . .
ସୁନେଲୀ କିରଣ ରଶ୍ମିରେଖା ସୁରୁଜର ତଥାପି ମଉଳି ନାହିଁ ଫୁଲ ପରଶର. . .
ବିଶ୍ୱାସ କଲେ ବିଷ ଦିଏ । ସୁଯୋଗ ଦେଲେ ଚୋଟ ମାରେ । ଯେତେ ଦେଲେ ମୁହଁ ଫେରାଏ । ନଇଁ ପଡ଼ିଲେ ନାକ ଟେକେ । ବିପଦ ବେଳେ...
ୟାସିନର ନିଶ୍ୱାସପ୍ରଶ୍ୱାସ ବନ୍ଦ ହେଲା ଭଳି ଲାଗିଲା । ଭୟ ତଥା ଆଶଙ୍କାରେ ଜର୍ଜରିତ ଦେହରୁ ଝାଳ ବୋହିଗଲା । ସେ ଛେପ ବି ଢୋକିପାରିଲାନି । ଯଦି କାଶ...
ସୁନ୍ଦରୀ ସେ ପରୀ , ଅତି ସୁକୁମାରୀ....ସତେକି ରାଜ ଦୁଲଣୀ ଆଖିରେ ଆଖିଏ ସପନ ସଜେଇ...ମୋ ଆଖିର ନିଦ ହଜେଇ ନେଇଛି
ମାୟାମୋହର ଗାଢ଼ ଆଲିଙ୍ଗନରେ ବିବେକ, ବୁଦ୍ଧିକ୍ଷୀଣ. . . କୋଟି କୋଟି ଦୁଃଶାସନ ପ୍ରକୃତି ମା'କୁ ବିବସନା କରିବାକୁ ଉଦ୍ୟତ. . .
ମୋ' ପାଇଁ ପାଇଛ ଅନେକ ଯାତନା ସହିଛ ମୋ' ପାଇଁ ଅନେକ ଲାଞ୍ଛନା ଜାଣି ନ ଥିଲି ମୋ' ଅବିବେକ ପଣେ ଏତେ ଦୁଃଖ ଦେଇ ଦେବି
ଦେଖିଥିବ ଯିଏ କୋଣାର୍କ ମନ୍ଦିର ଯାଇଥିବ ଯିଏ ପୁରୀ ଝୁରି ହେଉଥିବ ଓଡ଼ିଶାକୁ ସିଏ ଆସିଲେ ଜଗତ ଘୁରି ।
ବାହାଘର ଆଗୁ ସାଥେ ରହିବାକୁ ନୂଆ ନିୟମ କାଳେ ହେଇଛି ଏକଥା ଶୁଣି ସାରିଲା ପରେ ଟୋକାଟୋକି ମନ ଦେଉଁଛି ।
ମୋ ପାଇଁ ସେ ବରଗଛଟି ନୂଆ ନଥିଲା, କଲେଜ ପଢୁଥିବା ସମୟରେ କାହିଁ କେତେ ଥର ସେଠାରେ ବସି ଆମେ ଖଟି କରିଛୁ ।
ଆପଣଙ୍କ ମତାମତ