ସବୁ ନିରାଶାର ଆଶ୍ରାବାଡ଼ି ଏଥର ଜାଣିଥା ପରିତ୍ରାଣ ନାହିଁ ଷଣ୍ଢାଟାକୁ ସିଏ ଦବ ମୋଡି । ଚିଲ ଶାଗୁଣାଙ୍କ ଦରବାରେ ଭାଳେଣି ପଡ଼ିଛି ଏକାଥରେ କିପରି ଟାଣିବା, କିପରି ଖାଇବା...
ନିବୁଜ ଆଖିର, ପତାଦ୍ୱୟ ମଧ୍ୟରେ ସ୍ପର୍ଶ ପାଇବାକୁ ତା'ର ବ୍ୟାକୁଳତା ମନ ଯାହା ନୀରବ, ନିଶ୍ଚଳ କେବେ
ହାତେ ଚଉକର ଘର ଭାଙ୍ଗିବାକୁ ଆସିଲାଣି କେତେଥର କିଏ ପାଣିରେ ବୁଡ଼େଇ ମାରେ ସିଏ କିନ୍ତୁ ଧୂଳିରେ ... ବେଳସୁଁ... କେଉଁ ଛଟକରେ ଆସି ହାତେଇ ନେବ ତମକୁ ପାଇବନି...
ହାତ ହତିଆର ନେଇ ଶେଷ କିନ୍ତୁ ଆଦିମ ଲଢ଼େଇ ମନ ସଂଗେ ମନ ମନ ଓ ବିବେକ ଚିନ୍ତା ଆଉ ଚେତନାର ଦ୍ୱନ୍ଦ୍ୱ ଖାଲି ଦ୍ୱନ୍ଦ୍ୱ କିଏ ହାରେ କିଏ...
ସଜଳ ଦିନଗୁଡ଼ାକ ଜଳଜଳ ନାଚିଲେ ଆଗରେ କେମିତି ରହିହେବ ଆଜିକାଲି ମୁଣ୍ଡ ପୋତି ଅଚିହ୍ନା ଭାବରେ ?
ବାଟକୁ ସୁନ୍ଦର କୁନି କୁନି ପିଲା ପାଠପଢି ଯାଉଥିଲେ କାନ୍ଧରେ ବସ୍ତାନି ହାତେ ଧରି ଛତା ଚଗଲା ଟିକିଏ ହେଲେ ।।
ଧୋଇଯାଏ ଗୋପାଳ ସାହୁର ଚାଷ ନରିଆ ମା'ର ବାସ-ବସନ୍ତ ପେଟଖାଙ୍କି ପଡ଼େ ନଈ ବାଲିର-ଅତଡ଼ା କଡ଼ରେ ବେଣାବୁଦାରେ ଲଟକି ଯାଏ ଶାଢ଼ୀ ଚିଆଁ ପାଦଚିହ୍ନ-ପ୍ରେତ ପ୍ରମାଣ ନଈ ଛାଡିଗଲା ପରେ
ଖୋଲିଦେଇ ଆସେ ହୃଦୟର ଦ୍ୱାର ସେ ପ୍ରୌଢ଼ ଦମ୍ପତିଙ୍କର ଯେ କାଲି ରାତିରେ କିରୋସିନ ଓ ଦିଆସିଲି ସଜିଲ କରୁଥିଲେ ଢାଳିବାକୁ ସୁନାନାକୀ ବୋହୂଟି ଉପରେ ।
ନିରସ୍ତ୍ର ଅଭିମନ୍ୟୁର କାକୁସ୍ଥ କାନ୍ଦଣା ସିନା ଭେଦିପାରିଲାନି ଚକ୍ରବ୍ୟୁହର ବାହୁଡା ବାଟ ; କିନ୍ତୁ, ପାରିଲ କି ସାମନା କରି ? ମହାବଳୀ ଭୀମର ବୁକୁଫଟା ରଡ଼ି ଆଉ ଅପକଟୀ...
ଯମୁନାକୁ ଯିବା ବାଟରେ ପାଣି ମାଠିଆ ଫାଟିବାର ଦୃଶ୍ୟ ଆଉ ଲେଖିହେବନି କବିତାରେ । ନଈକୁ ଖୋଳି ଖୋଳି ପାଣି ଆଞ୍ଜୁଳାକୁ ଲୁହ ଆଞ୍ଜୁଳେ ପାଣି କାହିଁ ଯେ ?
ଆପଣଙ୍କ ମତାମତ