ପ୍ରତିବର୍ଷ ଅକ୍ଷୟ ତୃତୀୟା, ଚୈତ୍ର ପୂର୍ଣ୍ଣିମା ଓ ପଣା ସଂକ୍ରାନ୍ତି ପରି ଅନେକ ପର୍ବ ପର୍ବାଣି ବହୁ ଆଡ଼ମ୍ବରରେ ପାଳନ କରାଯାଇଥାଏ
ସକାଳ ପାହିଲା ସୂରୁଯ ହସିଲା ଚହଟେ ସୁନ୍ଦର ଆଭା, ତଳେ ସବୁଜିମା ହସେ ଓ ହସାଏ ବଢାଇ ଧରାର ଶୋଭା ।।
ମା ତୋ ଦେଶେ ବହେ ଗଙ୍ଗା ଗୋଦାବରୀ ଶୋଭାପାୟେ ଯେଉଁ ଦେଶେ ଭୂ ସ୍ଵର୍ଗ କାଶ୍ମିରୀ ।।
ଠିକ୍ ଅଛି, ଆଜି ସନ୍ଧ୍ୟାରେ ଖେଳିବା । ମଉସା ଅପାଣଙ୍କ ପଇସାଟା ଆଦାୟ କରିନେବା । ପଛପଟୁ ବୋଉ ଆସି କହିଲା, "ତୁ ତୋ ବାପାଙ୍କ ଫୁଟାଣିଆ କଥା କହିଁକି...
ତୁମେ ନାରୀମନର ସେ ବିକ୍ଷିପ୍ତ ଚିତ୍କାରକୁ ବୁଝିପାରିବନାହିଁ, ଯାହାପାଇଁ ପ୍ରତିଟି ମୁହୂର୍ତ୍ତରେ ସେ କ୍ଷୁର୍ଣ୍ଣ ହୁଏ । ତାର ସୁଖୀହେବାର ଅଧୀକାର ବି ଛଡାଇ ନିଆଯାଏ ତାଠାରୁ । ମୁଁ...
ଅଜୟଭାଇଙ୍କ ରସାଳ କଥାରେ ମୁଁ ଆଉ ଥରେ ଦେଖିଲି । ସେତେବେଳଯାଏଁ ମୁଁ ଭୁଲ୍ଟିକୁ ଧରିପାରିନଥିଲି । ପ୍ରକୃତରେ ମଞ୍ଜି ନୁହେଁ ଲେଖାଯାଇଥିଲା ମଞ୍ଜୀ ।
ପିତାମାତା, ତୁମେ ଯଦି ଧର୍ମ ଓ ପରମ ତପ, ତୁମେ ଯଦି ସ୍ୱର୍ଗଠାରୁ ବଡ଼, ତୁମର ପରିକ୍ରମା ଯଦି ସାରା ବିଶ୍ୱ ପରିକ୍ରମା ଠାରୁ ଶ୍ରେଷ୍ଠ, ତେବେ ତୁମର ପୂଜା...
ଧୈର୍ଯ୍ୟର ବାରଶହ ବଢ଼େଇ କର୍ତ୍ତବ୍ୟର ନିହାଣରେ. . . ଜୀବନଶିଳ୍ପର ଯେତେ ସୂକ୍ଷ୍ମ ଆଉ କି ନିଖୁଣ ଚିତ୍ର ଆଙ୍କିଲେ ବି ମେଣ୍ଟେ ନାହିଁ କି ଟଳେ ନାହିଁ ଜିଇଁ...
ଲିପ୍ସା ମ୍ୟାମ୍ ବ୍ୟସ୍ତ ବିବ୍ରତ ହୋଇ ଘଡ଼ିରେ ଟାଇମ୍ ଦେଖୁଛନ୍ତି ଏ କ'ଣ ? ସମୟ ଛ'ଟା ବାଜି ଦଶ ମିନିଟ୍ ହେଲେ ଏ ଯାଏଁ ଝିଅର ତ ଦେଖାନାହିଁ...
ସୋମ ହେଉଛି ଏକ ଅପୂର୍ବ ଭକ୍ତିରସ । ତାହା ଆଧ୍ୟାତ୍ମିକ ଜ୍ଞାନ ରସର ଅଥଳ ସାଗର । ଔଷଧମୁକ୍ତ ସୋମରସ ମଧ୍ୟ, ଆଧ୍ୟାତ୍ମିକ ସଞ୍ଜିବନୀ । ଦୀର୍ଘକାଳୀନ ଆଧ୍ୟାତ୍ମିକ ଉପାସନାରୁ...
ଆପଣଙ୍କ ମତାମତ