ନାଉରିଏ ଜାଣନ୍ତି, ଉଇଁ ନ ଦିଶେ ହସି ପଶେ, ବାପ ବୋଲେ ପୁତା ନିଶ୍ଚେ ବରଷେ । ନଈ ଦୂଇ କୂଳ ଲୋକେ ଛଡ଼ି ହୋଇ ଅନାଇଛନ୍ତି । ନାଉରିଆ...
କାଇଁକି ବିଚରା ଚାମେଲି ମାଡ଼ାମ୍ଙ୍କୁ ନିନ୍ଦା କରୁଚ । ଆହାଃ, ରଖମ ତମର ମାଡ଼ାମ୍ ପ୍ରେମ । ମୁଁ କ'ଣ ମନରୁ ଫାନ୍ଦି କହୁଚି ନା କ'ଣ ? ଏ...
ଈର୍ଷା, ରାଗ, ଦ୍ୱେଷର ଫଳ ଯେ ମୃତ୍ୟୁ, ସେ ଅନୁଭବ କରୁଥିଲା । ଶେଷରେ ନିଜର ଭୁଲ୍ ବୁଝିପାରୁଥିଲେ ମଧ୍ୟ ମୃତ୍ୟୁର ଶୀତଳ ସ୍ପର୍ଶ ତାକୁ ଆଲିଙ୍ଗନ କରୁଥିଲା
ଲୋକଙ୍କ ବିଶ୍ୱାସ ମଣିଷର ବଞ୍ଚିବା ନିର୍ଭର କରେ ଈଶ୍ୱରଙ୍କ ଇଚ୍ଛା ଉପରେ । ରୋଗୀର ବଞ୍ଚିବା ନିର୍ଭର କରେ ଡାକ୍ତରଙ୍କ ଚିକିତ୍ସା ଉପରେ । ସେଇଥିପାଇଁ ବୋଧହୁଏ ଡାକ୍ତରମାନଙ୍କୁ ଦ୍ୱିତୀୟ...
ମୁଁ ଯଦି ସରଳ ଭାଷା ଏବଂ ଅତି ସଂକ୍ଷିପ୍ତରେ କହିବି ତାହା ହେଲା- ବେଦ ଆଉ ଉପନିଷେଦ ସାଧାରଣ ମଣିଷମାନଙ୍କ ପାଇଁ ବୁଝିବା କଷ୍ଟକର । ସେଥିପାଇଁ ପୁରାଣର ଜନ୍ମ...
ମୁହଁ ଶୁକେଇ ବସିଚି ବିଲ ମଲା ଚଢ଼େଇର ଥଣ୍ଟରେ ପାଚିଲା ଧାନର ଗୀତ ଅକ୍ଷିତୃତୀୟାର ଭୋଗ କାହିଁ ଯେ ?
ରାତିରେ ଅପେରା ସରିଲେ ମୁଣ୍ଡରୁ ରାଜମୁକୁଟ ଓହ୍ଲାଇ ଦେଇ, ମୁହଁରୁ ନଡ଼ିଆ ତେଲରେ ଜିଙ୍କ୍ ପାଉଡ଼ର୍ ଛଡ଼ାଇ ପୁଣି ସକାଳୁ ଘରକୁ ଫେରିଆସେ । ବୁଢ଼ୀର ଧାରଣା ତା' ପୁଅ...
ଆରଥର କହିଲାରୁ ସ୍କୁଲ୍ର ପୁଅଝିଅମାନଙ୍କ ଭିତରେ ରକ୍ଷାବନ୍ଧନ କରାଇଥିଲୁ । ଭାବିଥିଲୁ, କଥାଟା ଏଇଠି ଥମିଯିବ । ହେଲେ, ଏବେ ପୁଣି ଯୋଉ କଥାକୁ ସେଇ କଥା ।
ବ୍ୟକ୍ତିଗତ ଦୁର୍ବଳତା ଓ ସବଳତାକୁ ନେଇ ତାଙ୍କ ଜୀବନର ବକ୍ରିଳ ଗତିପଥ କେତେବେଳେ ନାନାବିଧି ସମ୍ମାନ ଓ ପ୍ରଶଂସାରେ ପୁଷ୍ପିତ ପୁଣି କେତେବେଳେ ପ୍ରତ୍ୟାଖ୍ୟାନ ଓ ପ୍ରବଞ୍ଚନାରେ ଅଶୋଭିତ ।
ମିଛ, ପେଞ୍ଚ, ଲାଞ୍ଚ ଖୋର୍ ବୁଲେ ଏଠି ପୁଲିସ୍ର ବର୍ଦ୍ଦି ପିନ୍ଧିକରି ରକ୍ଷକ ଭକ୍ଷକ ସାଜି, କରେ ତା'ର ମନମର୍ଜି ଜନତାର ପିଠି ଫାଟେ, ରକ୍ତ ପଡ଼େ ଝରି, ଗଣତନ୍ତ୍ର,...
ଆପଣଙ୍କ ମତାମତ