ଚିନ୍ତା ଆଉ ଚିତା ସମାନ । କାରଣ ଚିନ୍ତାର ଅନ୍ତିମ ପରିଣତି ହେଉଛି ଚିତା ।
ପାକୁଆ ପାଟିରେ ତା ଦୁନିଆ ବନ୍ଦ ଇଚ୍ଛା କଲେ ଖୋଲି ଦିଏ, କେତେ କାହାଣୀ କେତେ ଅନୁଭୁତିର ଗପ ଆଉ ପେଡି ପେଡି ଶବ୍ଦ ।
ମୃତ୍ୟୁ ସର୍ବସ୍ରଷ୍ଟା ଭଗବାନଙ୍କର ଜୀବଜଗତକୁ ଏକ ମହତ୍ୱପୂର୍ଣ୍ଣ ଆଶୀର୍ବାଦ । ଜୀର୍ଣ୍ଣ ଦେହର ଦୁଃଖ, କଷ୍ଟ, ଜଞ୍ଜାଳର ଅବସାନପାଇଁ, ମୁକ୍ତିପାଇଁ ମୃତ୍ୟୁ ଏକ ବରଦାନପରି ।
ନିରଧୁମ ଏ ଖରାବେଳ ନଇଁଗଲା ପରେ ବି ଜଗିଛି ମୁଁ ତମ ଧାନବିଲ ଓ ଅନେକ
କିଏ କହେ ପ୍ରେମ କଲେ କାଳେ ସବୁ ଭଲ ଲାଗେ ହୃଦୟରୁ ପ୍ରେମର ଝର ଥରେ ଝରିଚାଲିଲେ ଜୀବ ଜଡ଼ ସବୁ କାଳେ ଝରରେ ଭିଜି ରଙ୍ଗୀନ ହୋଇଉଠନ୍ତି ହୃଦୟଟା...
ବିଜ୍ଞାପନ ଆସିଲେ ବି ମନ ଲଗାଇ ଦେଖୁଁ । ଆଶ୍ଚର୍ଯ୍ୟ ଲାଗେ ଛୋଟ ଗୋଟିଏ ବକ୍ସ ଭିତରେ ଏତେ ଲୋକ କେମିତି ଯା ଆସ ହୁଅନ୍ତି ।
ମୁଁ ହାରିଗଲି ଲୋ ମା... ତୋତେ ଠିକ୍ ରାସ୍ତାରେ ଚାଲିବା ପାଇଁ ମୁଁ ଦେଇଥିବା ସବୁ ନୀତି ଉପଦେଶ ତୋତେ କିନ୍ତୁ ତୋ ଜୀବନରେ କାମରେ ଲଗାଇବା ପାଇଁ କମ୍...
ମୁଁ ଯଦି କେବେ ମନେ ପଡ଼େ, ତୁମ ଶରୀରକୁ ସ୍ପର୍ଶକରି ବହିଯାଉଥିବା ପବନର ଲହରୀକୁ ହାତ ମେଲାଇ ଛୁଇଁବାକୁ ଚେଷ୍ଟା କରିବ ମିଳିଯିବି ମୁଁ ତୁମକୁ, ଶୀତଳ ସମିରର ବାସ୍ନାରେ...
ଆପଣଙ୍କ ମତାମତ