କେବଳ ମହାଜନୋ ଯେନ ଗତସ୍ୟ ପନ୍ଥା ନୀତି ଅବଲମ୍ୱନ କରି ଯଥାସମ୍ଭବ ରାଷ୍ଟ୍ରୀୟ ଦିବସ ପାଳନ କରି କର୍ତ୍ତବ୍ୟ ସମ୍ପାଦାନ କରୁଛନ୍ତି
ବିଷୁବ ରେଖାର ଏପଟ ବାଲା କହୁଛନ୍ତି ସେପଟ ବାଲା ଭଳି ହେବେ, ସେପଟ ବାଲା କହୁଛନ୍ତି ଏପଟ ବାଲା ଭଳି ହେବେ
ମହାଭାଗ କନ୍ୟା ଆପଣଙ୍କର ବିଷ ଲଗ୍ନରେ ଜାତ ବିଷକନ୍ୟା ଅଟେ
କିପରି ସଭ୍ୟତା ଆମେ ଗଢ଼ିଛୁ ଯେ ଚାରି ବର୍ଷର ଛୁଆମାନଙ୍କ ମନରେ ବି ରେସିଜମ୍ (ବର୍ଣ୍ଣ ବୈଷମ୍ୟ ବାଦ ) ଭରି ରହିଛି ।
ସାତ ରଙ୍ଗେ ରହିଥିଲା ଜୀବନଟା ସଜେଇ, ଭାବି-ଭାବି କଷ୍ଟ ଲାଗେ ସବୁ ଗଲା ଉଭେଇ ।
ହୁଏତ ଗଜୁରି ପାରେ ସେଠି ମୋର ଆତ୍ମା ଜଳିଥିଲା ଯହିଁ ମୋର ଏନ୍ତୁଡ଼ି ଓ ଜୁଇ
ମାତ୍ର ଝଡ ପଶିଆସି ଅସ୍ତବ୍ୟସ୍ତ କରିଗଲା ମୋ ସଜଡା ବହିଥାକକୁ ପୃଷ୍ଠା ପୃଷ୍ଠା କରି ଲେଉଟାଇ !
ମନ ଆଇନାରେ ବନ୍ଧୁ କିନ୍ତୁ ବଞ୍ଚି ରହେ ବନ୍ଧୁର ସ୍ମୃତିରେ ହୃଦୟର ରକ୍ତ କବରୀରେ ।
ଆତ୍ମହତ୍ୟା ପୂର୍ବରୁ କୁନ୍ଦୁଲି ପିଡୀତାର ଲୁଗାବନ୍ଧା ମୁହଁର କଥାକୁହା ଆଖି
ଯୌବନବେଳେ ସ୍ୱାମୀ ପ୍ରେମ ବଦଳରେ ଛାଟ, ଶାଶୁ ସ୍ନେହଁ ବଦଳରେ ଭଗାରି ପରି ଯନ୍ତ୍ରଣା କାହିଁକି ଦେଲେ ?
ଆପଣଙ୍କ ମତାମତ