ଜ୍ୟୋତି ସାଧନା କରିବାକୁ କହୁଛନ୍ତି । ଯେଉଁ ଜ୍ୟୋତି ତାଙ୍କର, ମୋ ପେଟରେ ବଢୁଛି, ତା' ଭବିଷ୍ୟତ କଥା ହେଲେ ପଚାରିଥାଆନ୍ତେ ।
ଚିତ୍ରରେ ଅତି ନିପୁଣତାର ସହିତ ତାହା ଫୁଟାଇବା ପାଇଁ ଆକାଶବାବୁ ଅତି ସତର୍କ ହୋଇ ଯେତେ ଥର ହସ୍ତରେ ତୁଳିକାଧାରଣ ପୂର୍ବକ ଉଦ୍ୟମ କରିଛନ୍ତି, ପ୍ରତିଥର କାହିଁକି କେଜାଣେ ତାଙ୍କ...
ତେବେ ବି ହଜାଇଦେବାର ଭୟରେ.. କୁହୁଳୁଥିବା ମନକୁ ବୁଝାଇବାକୁ ପଡୁଥିଲା ଜୀବନର ଅନ୍ୟନାମ ପରିବର୍ତନ !
ସତ୍ୟର ମଙ୍ଗ ଧରି ଯେଉଁ ମାଟିରେ ଫୁଙ୍କି ଦେଇଥିଲ ଜୀବନ ସାହିତ୍ୟର ସ୍ପର୍ଦ୍ଧିତ ମନ୍ତ୍ର, ସେ ମାଟି ଆଜି ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଆଉ ଉଚ୍ଚନୀଚ, ଛୁଆଁ ଅଛୁଆଁର...
ନାରୀଟିଏ କନ୍ୟା ଭ୍ରୁଣଟିକୁ ମାରେ ନାରୀଟିଏ ଭ୍ରୁଣର ଜୀବନ ପାଇଁ ଜୀବନ ହାରେ ।। ।।
ଏତେ ଦିନ ପରେ ମୋତେ ନଜଣାଇ ପୂର୍ଣ୍ଣ ଚନ୍ଦ୍ର ତ ଆସିଛି ଅଜଣାରେ, ଗୁରୁଣ୍ଡି ଗୁରୁଣ୍ଡି ।
ମୁଁ ଥରେ ରାଗିଯାଇ ତାଙ୍କ ରୁମ୍ ସାମ୍ନାରୁ ତାଙ୍କ ଜୋତା ନେଇ ବାହାରେ ଫିଙ୍ଗି ଦେଇଥିଲି ଆଉ ସବୁବେଳେ ଖୋଜୁଥିଲି କି କେବେ ସାମ୍ନାରେ ଧରିବି ବୋଲି
ମୋ ପିଳେହୀ ପାଣି, ଆଜ୍ଞା ବି ଅବଜ୍ଞା କରି ହେବନି । ଛାନିଆ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଗାଇଥିବା ଗୀତଟି ଗାଇବା ଆରମ୍ଭ କଲି "ମୂରଲୀ ବଜାଅ ଘନଶ୍ୟାମ ସୁନ୍ଦର..."
ରତିମିଶ୍ର, ତୋ ପଦ୍ମତୋଳାରେ ସାପ ଖେଳେ ତୋ ପ୍ରୀତିର ତୀର୍ଯକରେ ଜଳିଯାଏ ଯୋଗୀ ପ୍ରତିଟି ରାତି ତୋର ଫୁଲ ଶଯ୍ୟାର ରାତି ରାଶି ରାଶି ଆୟୁ ଲୋଟିଯାଏ ତୋ ମାଂସର...
ମୋ ଉପରେ ଏତେ ଲାଞ୍ଛନା! ବେହିସାବ ଦାଗ ମୋ ଲୁଗାରେ, କେଜାଣି କି ଭାବେ ଦିଶିଯାଉଥିଲା !!
ଆପଣଙ୍କ ମତାମତ