ମୁଁ ସାବରକରଜୀଙ୍କ ଉପରେ ନିର୍ଭର ଥିଲି ବୋଲି କହିବା ମୋ ବ୍ୟକ୍ତିତ୍ୱ, ମୋ କାର୍ଯ୍ୟର ଏବଂ ମୋର ନିର୍ଣ୍ଣୟ ନେବାର କ୍ଷମତାର ଅପମାନ ହେବ ।
ସେମିତି ମୃତ୍ୟୁ ଉପରେ କବିତା ଲେଖିବାକୁ ହେଲେ ମରିବାକୁ ପଡ଼େ ।
ଜନସାଧାରଣ ପାଞ୍ଚ ବର୍ଷରେ ଥରେ ମତଦାନ କରିସାରିଲା ପରେ ଭକୁଆ ପାଲଟିଯାଆନ୍ତି ।
ବାହ୍ୟେନ୍ଦ୍ରିୟ ତୋଷି ଦେହ ଚର୍ମ ଆକର୍ଷଣ ଆଘାତେ ବୟସାପରାହ୍ନେ ସାଜେ ବିକର୍ଷଣ
ବରଷକେ ଥରେ ପଡ଼ିଥାଏ ଯୋଗ ପାପ ନାସିବାର ପାଇଁରେ ଥରେ ବୁଡ଼ ଦେଲେ ବୈତରଣୀ ତୀରେ ପାପ ଯିବ ତୋର ଧୋଇରେ !!
ଓଡ଼ିଆ ଭାଷାକୁ ହୀନ ମନେ କରି ନ ମଣ ତାହାକୁ ହେୟ, ଓଡ଼ିଆ ଭାଷାର ପ୍ରାଚୀନତା ଜାଣ କାହାକୁ ବା ତୁମ ଭୟ
ସେ ଏପରି ଜୀବନ-ପ୍ରଦୀପ, ଯେଉଁଥିରେ ନା କେବେ ତେଲ ଭରିହେବ ନା ଲିଭି ସାରିଥିବା ସଳିତାଟି ପୁନଃଶ୍ଚ ଜଳି ଉଠିବ।
ଆପଣଙ୍କ ମତାମତ