ପାଖେ ଥିଲା ଖାତା ସିଏ ଯାଇଥିଲେ ବଜାରେ କାହିଁଗଲା ପାଇଲେନି ଖୋଜିଲେ ବି ହଜାରେ ।।
ଜୋଇଁର ଚାକିରୀ ଆମେରିକା ଦେଶେ ସେଥିପାଇଁ ବାହା ଦେଲୁ ।
କହି ଜାଣିଲେ କଥା ସୁନ୍ଦର । ଭଲ କଥା କହ । ମିଠା କଥା କହ । କଡ଼ା କଥା କହ ନାହିଁ । କାହାରି ଅନିଷ୍ଟ ହେଲା ଭଳି...
ଦୁଃଖ ଥିଲା ମନେ ଏ ଜଗତ ଜନ ତୁମ୍ଭ ପାଶେ ଯିବା ପାଇଁ । କେଉଁକାଳୁ ପରା କରୁଥିଲେ ଚେଷ୍ଟା ହେଉଥିଲେ ହାଇଁ ପାଇଁ ।।
ଗଲା କଥା ଆଉ ଫେରି ଆସିବ ନାହିଁ । ତା' ଲାଗି ଶୋକ କଲେ ନିଜର ରୂପ, ବଳ, ବୁଦ୍ଧି ଓ ସ୍ୱାସ୍ଥ୍ୟ ନଷ୍ଟ ହେବ । ତେଣୁ ଗଲା...
ମନେକର, ଭଲ ବାଟରେ ତୁମେ ଧନ ଅର୍ଜିଲ । ସେ ଧନକୁ କେବଳ ସାଇତି ରଖିଲେ ତା'ର ମୂଲ୍ୟ କିଛି ରହିବ ନାହିଁ । ଦୁଃଖୀରଙ୍କିଙ୍କୁ ସେଥିରୁ କିଛି ଦିଅ...
ଜହ୍ନମାମୁଁ ଗୋଲ୍ ସୂର୍ଯ୍ୟ ଜେଜେ ଗୋଲ୍ ଦିଗ୍ବଳୟ ଦିଶଇ ପରା ଗୋଲ୍, ଗୋଲ୍, ଗୋଲ୍
ଅରୁଆ ଚାଉଳ, ନୀଳ ନାରିକେଳ, ଦୂବ, ବରକୋଳି ପତର ଆଦି । କେତେ ଯତନରେ ରତନ ପରା, ମାଆ ସବୁ ରଖିଥାନ୍ତି ସମ୍ପାଦି ।।
ଗରିବ ଲୋକମାନେ ପରିଶ୍ରମ କରିବାରୁ ସେମାନଙ୍କୁ ଭୋକ ଲାଗେ । ପେଟରେ ଭୋକ ଥାଇ ଖାଇଲେ ଆହାର ସୁଆଦିଆ ଲାଗେ । ତେଣୁ ଗରିବ ଖଟିଖିଆ ଲୋକମାନେ ନିତି ସୁଆଦିଆ...
ଥୋପ ଲୋଭରେ ମାଛ ବନଶୀ କଣ୍ଟାକୁ ଗିଳି ମରେ । ଏଥିରୁ ବୁଝ ଯେ.ଲୋଭରେ ପଡ଼ି କୌଣସି କାମ କଲେ ତୁମର ଅନିଷ୍ଟ ହେବ ।
ଆପଣଙ୍କ ମତାମତ