ଜହ୍ନ ମାମୁଙ୍କର କେତେଗୋଟି ନାମ କିଏ ଅବା ଅଛ ଜାଣି ? ମନେ ରଖ ତେବେ କୁନି କୁନି ମୋର ସ୍ନେହର ଭାଇ ଭଉଣୀ ।
ଲକ୍ଷ୍ମୀ, ଲୋକମାତା, ଇନ୍ଦିରା, କମଳା, ପଦ୍ମା,ରମା,ପଦ୍ମାଳୟା ଆଉ ତିନି ନାମ ଶ୍ରୀହରିପ୍ରିୟା, ମା ତଥା କ୍ଷୀରାବ୍ଧିତନୟା ।
ଫାରମ ମାଲିକ ମାଆକୁ ତୋହର ଦେଇଛି ବିକିରି କରି । ହେଇ ସାରିବଣି କାହାର ଆହାର ହେଇ କି ଚିକେନ୍ କରି ।।
ସାଲେପୁରର ରସଗୋଲାକୁ ପାରିବ କିଏ ଭୁଲି ? ରସାବଳି କି ପୋଟଳି ଖାଅ କେନ୍ଦ୍ରାପଡ଼ାରେ ବୁଲି ।।
ଗାଧୁଆ ପାଧୁଆ କରେନି ଭଲରେ ହାତକୁ ନଧୋଇ ଖାଏ ଗୋଡ ହାତ ସିଏ ନଧୋଇ ରାତିରେ ବିଛଣାରେ ଯାଇ ଶୁଏ ।
କେତେ ରକମର ଚିଜ ଭଳିକି ଭଳି ସରକସ, ରେଳଗାଡ଼ି, ଚରିକି ଦୋଳି ବୁଲିବା ଘିରି ଘିରି, କିଣିବା ବେଲୁନ୍ ତୁରୀ ହରଷେ ସରସ ହୃଦ ହୋଇବ ପରା ।।
ମଖମଲିଆ ଡେଣାକୁ ତୋର ହାତରେ ଦେଲେ ଧରି ପାଉଡ଼ରିଆ ଗୁଣ୍ଡ ଗୁଡ଼ିଏ ହାତରେ ଯାଏ ଭରି ।
ବୁଝାଇଲେ ଅଜା ଶୁଣୁ ଆରେ କୁନା କରିଛୁ ଯଦି ତୁ ମନ କହୁଅଛି ତୋତେ କାରଣ ତାହାର ରଖିଥିବୁ ତୁହି ଧ୍ୟାନ ।
ମା' ଯେ ମା' ଏମିତି ମା' କାହାର ଜମା ନାହିଁ ଏକଥା ନିତି ମନରେ ଭାବେ ମା'କୁ ଚାହିଁ ଚାହିଁ
ବରଷା କହେ ନାଚି ନାଚିକା ଆ' ମୋ ପାଖେ ଜଲଦି ଗଛରେ କିଆଁ ଚଢୁଚୁ ଆରେ ପଡ଼ିବୁ ଖସି ଅଇଁଠୁ ।
ଆପଣଙ୍କ ମତାମତ