ଦେଖିବାକୁ ବାକି ଅଛି କେଉଁଦିନ ଟେଣ୍ଡର ପଡ଼ିବ ପବନ, ଗଛ, ଛାଇ, ଗାଁ ନଈ ଏସବୁ ଧରିନେବେ ବିଦେଶୀ ସ୍ୱଦେଶୀ ହତବାକ୍, ଗାଁ ମାଟି, ମା' ଭାଇ ସେତେବେଳେ ।
ମାଳିଟିଏ ବୁଝେ ଫୁଲଟିର ମୂଲ ମା ବୁଝି ନପରାଇ କନ୍ୟା କଳିଟିର ବିନାଶ ପାଇଁ କି ସମ୍ମତି ଦିଏ କି ପାଇଁ ।।
ଆରମ୍ଭ ହିଁ ଶେଷ ଦିନ ହୁଏ ସୈତାନି ଇଚ୍ଛାରେ କାହାର ଜୀବନ ସଳଖ ପଥରେ ସଜ୍ଜା ଥାଏ ମୃତ୍ୟୁର ଗୋପନ ଅଭିସାର ।
ଗୋଟାଏ ଧାନ ପାଇଁ ବାପା ଯାଆନ୍ତି ମୂଲମାଗି ଚାଉଳ ମୁଠାଏ ପାଇଁ ଧାନକୁଟେ ବୋଉ ଘର ଘର ।
ମହୁ ପିଇବାର ଫିକ୍ ଫିକ୍ ଖୁସି କି ଲିମ୍ୱ ଚାଖିବାର ତିକ୍ତ ଭ୍ରୁକୁଞ୍ଚନ ସ୍ୱାଦ ସମଗ୍ରର ଏକକ ଏକାଂକ୍ଷିକା ପରୀକ୍ଷା, ପରଖି ନେବାର ପରମ ପରିତୃପ୍ତି !
ସମାଜରେ ସଇତାନ୍ ପରି ଲାପ୍ଟପ୍ରେ ଭାଇରସ୍ ପରି ପୋଡ଼ି ହୋଇ ଛଟପଟ୍ ହେଉଥାନ୍ତି ସବୁ ମୁହୂର୍ତ୍ତରେ ।।
ସେଇ ଟିକକ ପାଇନାହିଁ ବୋଲି ବୋଧହୁଏ ଚାହିଁ ପାରିନି କିମ୍ୱା ମନ ଖୋଲି କହିପାରିନି ମୋ ମନ କଥା ।
ପଢାପଢି ପାଇଁ ମୋବାଇଲି ନମ୍ବର ଥାଏ ସୁଇଚ୍ ଅଫ; ଜ୍ଞାନଚକ୍ଷୁ ସମ ଅହରହ ଖୋଲାଥାଏ ମହାନ ହ୍ୱାଟ୍ସଆପ ! ଫ୍ରି ୱାଇଫାଇ ଲଘୁଚାପ, ଧୋଇଦିଏ ମୁହଁ, ଲୁହ, ହୃଦୟ ଓ...
ହସିବାକୁ ପ୍ରୟତ୍ନ ବି କରେ ପୁଣି କାଇଁ ଖସିଯାଏ ତଳେ ।।।
ଯାତରା କରନ୍ତି ନିଜେ ଜଗନ୍ନାଥ, ଭାଇ ଭଉଣୀର ସାଥିରେ, ଛାଡ଼ି ଯାଇଛନ୍ତି ଲକ୍ଷ୍ମୀ ମାଆଙ୍କୁ ସେ ଏକା କରି ଶ୍ରୀମନ୍ଦିରରେ ।
ଆପଣଙ୍କ ମତାମତ