ଗାଁ ଗଡିଆରେ ଗଗନର ଛବି ଏମିତି ଯାଉଛି ପଡ଼ି ଲାଗୁଛି ହଂସ ହଂସରାଳି ଖେଳୁଛନ୍ତି ବୁଡ଼ି ବୁଡ଼ି ...
ହାତୀ- ଛତି ହୀରା-ମୋତି ପାଶେ ସିନା ନାହିଁ, ସାଇତିଛି ସ୍ନେହ ସିନ୍ଧୁ ଛାତିରେ ତୋ' ପାଇଁ ।
ଚିରକାଳ ସାଥୀଟିଏ ଅସରନ୍ତି ପ୍ରୀତିଟିଏ
ଅଭିମାନିନୀ ମୋ ବୁଝୁନାହିଁ କଥା ସକେଇ ହେଉଛି ବସି, ନାକଅଗେ ତ'ର ରାଗର ମହ୍ଲାର କ୍ରୋଧରେ ହାରିଛି ହସି ।
ପ୍ରେମ ପାହାନ୍ତି ସକାଳକୁ ଘେରି ରଖିଥିବା ଶୀତଳ ଶିଶିର ବିନ୍ଦୁ, ବୁନ୍ଦାଟା ସ୍ପର୍ଶରେ ଶିହରଣ ହୁଏ ଉଚ୍ଛୁଳଇ ପ୍ରୀତି ସିନ୍ଧୁ
ଅଗଣିତ ସ୍ୱପ୍ନ ଭାରରେ ନଇଁ ପଡୁଥିବା ନିରୀହ ଚାହାଁଣିକୁ ଲାଜର ଓଢ଼ଣି ତଳେ ଢାଙ୍କେ, ଥରଥର ଗୋଲାପି ଓଠ ପାଖୁଡ଼ାର କେଇ ପଦ ମିଠା କଥାରେ ମଳୟ ଲହରି ଖେଳାଏ...
ସବୁ ରାତି ସପନରେ ଝରୁଥିବା ଅସରନ୍ତି ଜ୍ୟୋତ୍ସ୍ନାର ନାମ, କିଏ ଦେଲା ପ୍ରେମ. . . !
ଦିନଟା ଯାକର ଶ୍ରମ ପରେ କ୍ଳାନ୍ତିକୁ ନିଦ ମାଉସୀର କୋଳରେ ଶୁଆଇ ଶାନ୍ତିରେ ନିଶ୍ୱାସ ନିଏ ମାନବ ଜଗତ, ଘଣଘଣ ଗର୍ଜନେ ନିଶା ଗରଜି ଉଠି ସର୍ବସ୍ୱ ଗ୍ରାସ କରେ...
ନୟନର ବାଡ଼ବନ୍ଧ ଡେଇଁ ବହି ଆସେ ଅଶ୍ରୁ ସ୍ରୋତ, ବାହୁନି ବାହୁନି କାନ୍ଦୁଥିବ, ଓଠ ଦୁଇକୁ ତୁନି କରିବା ଯାଏ ।
ଭାବନାକୁ ସ୍ପର୍ଶ କରୁଛି ତା' ଯୌବନର ରୂପରଙ୍ଗ ଦେହରୁ ଶିହରଣ ନଦୀ ବହି ପ୍ରୀତି ସାଗର ଲଙ୍ଘୁଛି ମନ କହୁଛି. . . କେହି ଜଣେ ଭଲ ଲାଗୁଛି ।
ଲୋଭାସକ୍ତ ହୋଇ, ଗୋଟେ ପରେ ଗୋଟେ, ପାପର ମଞ୍ଜି ବୁଣିଗଲେ, ନଷ୍ଟ ହୁଏନି ତା' ରଜ, ଅଙ୍କୁରିତ ହୋଇ,
ଆପଣଙ୍କ ମତାମତ