ମାଆଲୋ ତୁ ମୋର କରୁଣାମୟୀ ସ୍ନେହମୟୀ ତୁ ଜନନୀ ଦୀର୍ଘ ବିଶାଳ ଏ ଧରାପୃଷ୍ଟ ରେ ତୋର ସରି କେହି ହେବେନି ।
କେବେ ପୂର୍ଣ୍ଣୀମା ପୁଣି କେବେ ଅମାବାସ୍ୟା କେବେ ହୁଏ ଚନ୍ଦ୍ର ଗ୍ରହଣ ।।
ଆଜି ମୋର ଏଇ ବରଷା ପାଣିରେ ଭାସିଯାଏ କେତେ ସ୍ମୃତି ପିଲାଦିନର ସେ ହସ ଖୁସି କଥା ଭାବୁଛି ମୁଁ ଦିନରାତି ।।
ମନ କଥା ମନେରଖି ତଥାପି ମୁଁ ହସୁଛି ଅନ୍ଧକାର ରାତି ପରେ ସକାଳ ଆସେ ଶୁଣିଛି ।।
ବାପା ମାଆଙ୍କର ଅଳିଅଳୀ ସିଏ ଭାଇ ପାଇଁ ସେ ଯେ ଜଗତଜୀତା ଦୁହିତା. . . ଦୁଇ କୂଳକୁ ସେ ହିତା ।।
ତୋ ଜୀବନେ ସଦା ଖୁସି ଭରିଯାଉ ଚାହେଁ ମୋର ଏଇ ମନ ତୋ ଓଠରେ ସେଇ ଚୁନାଏ ହସ ରହିଥାଉ ସାରା ଜୀବନ ।।
ଜହ୍ନ ସାଙ୍ଗେ ଅଛି କେତେ ମିଠା ସ୍ମୃତି କେତେ ଯେ ଅଭୁଲା କାହାଣୀ ପିଲାଦିନର ସେ କୁଆଁର ପୁନେଇଁ ହେବନି ତ କେବେ ବାହୁନି ।।
ଆପଣଙ୍କ ମତାମତ