ରାହାସ କୁମାର ବେହେରା

ରାହାସ କୁମାର ବେହେରା

ଘର ଢେଙ୍କାନାଳ ଜିଲ୍ଲା ବାଲ୍ୟମ୍ବା ଗ୍ରାମରେ । ମୋର ଜନ୍ମ ୧୧.୫.୧୯୭୭ ମସିହା ବାପା' ରାଘବ ବେହେରା ମାତା ସ୍ୱର୍ଗତା ହାର ବେହେରା ଓ ଶିକ୍ଷାଗତ ଯୋଗ୍ୟତା ଏମ୍‌ଏ , ରାଜନୀତି ବିଜ୍ଞାନ ଏବଂ ଏମ୍‌ଏ , ସମାଜ ସେବା । ମୁଁ ବର୍ତ୍ତମାନ ଏକ ଆର୍ଥିକ ସଂସ୍ଥାରେ ଉଚ୍ଚ ପଦବୀରେ କାର୍ଯ୍ୟରତ । ପିଲାବେଳୁ ଲେଖାଲେଖି କରେ ଯାହା ମୋର ଜେଜେବାପା ସ୍ୱର୍ଗତ ଲକ୍ଷ୍ମଣ ବେହେରାଙ୍କ ଠାରୁ ଅନୁପ୍ରାଣିତ ଯିଏକି ବହୁତ ଲୋକ ଗୀତ ଲେଖାଲେଖି କରୁଥିଲେ । ମୋର ଲେଖା ସମ୍ବାଦ, ଆଠଗଡ଼ରୁ ପ୍ରକାଶିତ ନ୍ୟାୟବତୀରେ ପ୍ରକାଶିତ । ମାତ୍ର ସମୟର କିଛି ଘାତ ପ୍ରତିଘାତ ପାଇଁ ଲେଖା ବନ୍ଦ କରିଦେଇଥିଲି । ପରେ କିଛି ହିତକାଂକ୍ଷୀ ଭାଇ ଭଉଣୀମାନଙ୍କ ପ୍ରେରଣାରେ ପୁଣି ଏବେ ଲେଖାଲେଖି କରୁଛି ।

Posts By ରାହାସ କୁମାର ବେହେରା

To Top