କୋଣାର୍କର ରଥ ଚକ୍ରର ଖସଡ଼ାରେ ଖସିବାଟ ନିଶ୍ଚିତ ଯେପରି,
ନା ଆଗକୁ ଯିବାକୁ ଦେବ ନା ପଛକୁ କି ଫେରି ହବ ସମୟକୁ ଖାଲି ଡରି ଡରି ପରା ବଞ୍ଚିବାକୁ ତତେ ହେବ !
ବରଷକେ ଥରେ ପଡ଼ିଥାଏ ଯୋଗ ପାପ ନାସିବାର ପାଇଁରେ ଥରେ ବୁଡ଼ ଦେଲେ ବୈତରଣୀ ତୀରେ ପାପ ଯିବ ତୋର ଧୋଇରେ !!
ଆଖି ଫୁଟିଲାଣି ବୋଉ ମୋ କହୁଛି ବାଟକୁ ସେ ଅଛି ଚାହିଁ । କରଜ ଶୁଝିବା ଆଶାରେ ପଡ଼ିଛି ଘରକୁ ଯେ ଫେରୁ ନାହିଁ ॥
ଭଲ ଲାଗୁଥିଲି ଯଦି ମୁଁ ତମକୁ କହିଲନି ମନ ଖୋଲି ,
ସାଙ୍ଗ ସାଥି ଭାଇ ବନ୍ଧୁ ପରିଜନ ଅଛନ୍ତି ପାଖକୁ ଘେରି । ଡଥାପି କାହିଁ କି କେଉଁଠି କିପରି ଲାଗୁନାହିଁ ଆଗପରି ॥
ସପନା ଆଜି ଯାଉଛି ଫେରି ଏ ନୁହେଁ ତା ଗାଁ କୁଆଡେ ଗଲା ରାତି ପାହିଲା ସପନା ଥିଲା ତାହା ।।
ଆଗ ପରି ଆଉ ନାହିଁ ବେଶି ଡେରି ହୋଇନାହିଁ । ଆସ ପୁଣି ଥରେ ଗଢ଼ି ତୋଳି ଦେବା ଆଗ ପଛ ଭାବି ନେଇ ।।
ଆପଣଙ୍କ ମତାମତ