ଶିକ୍ଷା - +୩ ଛାତ୍ରୀ, ଓଡ଼ିଆ ବିଭାଗ, ତୁଳସୀ ମହିଳା ମହାବିଦ୍ୟାଳୟ ।
ଶିବାଜୀ ନେତାଜୀ କେତେ ମହାପୁରୁଷଙ୍କ ରହିଛି ଆଜି ବି ସ୍ଵର୍ଣ୍ଣାକ୍ଷରେ, କରିଥିଲେ ଯେଉଁ ଅମୂଲ୍ୟ କର୍ମ ପ୍ରତି ଭାରତୀୟ ହୃଦ କୋଣରେ ।
ଡଷ୍ଟବିନ୍ ସିନା ମୂକ ବସ୍ତୁ ଟିଏ ସହିବା ଛଡ଼ା ନାହିଁ ତା ଗତି , ତଥାପି ବିବେକେ ତାର ସହିଛି ଆମଠୁ ବେଶୀ ଶକତି।
ଆପଣଙ୍କ ମତାମତ