ଉଷାରାଣୀ ନାୟକ

ଉଷାରାଣୀ ନାୟକ

ଜନ୍ମସ୍ଥାନ - କଟକ । ସ୍ୱାମୀ - ପ୍ରଦୀପ କୁମାର ନାୟକ । ପିତା - ଉଲ୍ଲାସ ଚନ୍ଦ୍ର ନାୟକ । ଠିକଣା - ମଣିଜଙ୍ଗା, କଟକ । ମୁଁ ବୃତ୍ତି ରେ ଜଣେ ଶିକ୍ଷୟିତ୍ରୀ । ରୁଚି - ଚିତ୍ର କରିବା ,ବହି ପଢିବା, ଲେଖାଲେଖି କରିବା । ଲେଖନୀ ରେ କବିତା, ମନରେ କଳ୍ପନା ; ବାସ୍ ମୋ ମନର ଅଭିଧାନରେ ଥିବା ଶବ୍ଦ ପୁଞ୍ଜିକୁ ଏକାଠି କରି, ଭାବର ପୟୋଧିରେ ତରଙ୍ଗାୟିତ କରିବା ।

Posts By ଉଷାରାଣୀ ନାୟକ

To Top