ପୁଣି ଏକ ସନ୍ତୁଳନ । ଏମ୍ସରୁ କଲ୍ ଆସିଛି । ଶିଶୁ ବିଭାଗ ନୁହେଁ ଚକ୍ଷୁ ବିଭାଗ ପାଇଁ ।
କିଛି ଚିନ୍ତା ନ କରି ତୁ ଚକ୍ଷୁ ବିଭାଗ ପାଇଁ ଚେଷ୍ଟା କର । ଏଇ ହେଉଛି ଗୋଟିଏ ଡିପାର୍ଟମେଣ୍ଟ, ଯଉଁଠି କେବେ ମୃତ୍ୟୁ ହୁଏନା ।
ସମସ୍ତ ସମୟ ରୋଗୀ ମାନଙ୍କ ସହ ବିତାଇବାକୁ ପଡିବ । ସାର୍ କହୁଥିଲେ ଯିଏ ଯେତେ ବେଶୀ ସମୟ ରୋଗୀ ମାନଙ୍କ ସହ ସମୟ ବିତାଇବ ତାର ପରିପକ୍ୱତା ସେତିକି...
ପରିଶ୍ରମ ଦ୍ୱାରା ସବୁ କିଛି ସମ୍ଭବ ହୋଇ ପାରିଥାଏ, ତେବେ ପଢାରେ ମନୋନିବେଶ କରି ଅକ୍ଳାନ୍ତ ପରିଶ୍ରମ କଲେ ମୁଁ ମଧ୍ୟ କେବେ ପ୍ରଥମ ସ୍ଥାନ ପାଇଁ ଯୋଗ୍ୟା ହୋଇ...
"ନାଁ ନାଁ, ହାତରେ ମୁଠାଏ ବାଲି ଧର । ମୁଁ ବହି ପଢୁଛି,ତୁମେ ଡିସେକ୍ସନ ଆରମ୍ଭ କର । " କହିଲା ଅଶୋକ ।
ହୁଏତ ଆସନ୍ତା ଜାନୁଆରୀ ଛବିଶ ତାରିଖରେ ଭାରତର ରାଷ୍ଟ୍ରପତି ତତେ ରାଷ୍ଟ୍ରଭାଷା ପୁରଷ୍କାର ପ୍ରଦାନ କରିପାରନ୍ତି । ସାର୍ ତତେ କାଲି ଡାକିଛନ୍ତି ।
ଅନ୍ୟ ଜଣକୁ ଖୁବ୍ ଭଲକରି ବୁଝିବା ପାଇଁ ବୟସର ପରିପକ୍ୱତା ଆମର ଆସିନି । ତେଣୁ ମୋର ଉତ୍ତର ନାଁ
''ନନା ଠିକ୍ କହିଲ ଏ ସବୁ ଇମୋସନ ପିଲାମାନଙ୍କ ପାଖେ ଦେଖାଯାଏ । ତୁ ଏବେ ବଡ ହୋଇ ଗଲୁଣି" କହିଲେ ବାପା ।
ତୁମ କଲେଜର କେଇଟା ଝିଅ ବଡ ଉର୍ଦ୍ଦଣ୍ଡୀ । ସରଳ ଝିଅ ଗୁଡାଙ୍କୁ କେତେ ଟରଚର୍ କରନ୍ତି । ସେ ଯଦି ରେଭେନ୍ସା କଲେଜରେ ପଢୁଥାନ୍ତା । ଆଜି ତାର...
ମୋ ପିଳେହୀ ପାଣି, ଆଜ୍ଞା ବି ଅବଜ୍ଞା କରି ହେବନି । ଛାନିଆ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଗାଇଥିବା ଗୀତଟି ଗାଇବା ଆରମ୍ଭ କଲି "ମୂରଲୀ ବଜାଅ ଘନଶ୍ୟାମ ସୁନ୍ଦର..."
ଆପଣଙ୍କ ମତାମତ