ଆମେରିକାରୁ ପୁରାବିଶ୍ୱରେ ବାମପନ୍ଥୀ ତନ୍ତ୍ର ସଂଚାଳିତ ହେଉଛି ଏବଂ ଆମେରିକାର ନିଜି ଶାସନ ତନ୍ତ୍ର ଶିକ୍ଷା ବ୍ୟବସ୍ଥା ଏବଂ ସାମାଜିକ ପାରଦର୍ଶିତା ଗଭୀର ବାମପନ୍ଥୀ ପ୍ରଭାବରେ ବାନ୍ଧି ହୋଇପଡିଛି
ପୁରା ବିକସିତ ବାମପନ୍ଥ ଲକ୍ଷଣ ବହୁତ ବିଷାକ୍ତ ଏବଂ ବିପଦପୂର୍ଣ୍ଣ । ସେମାନଙ୍କ ଭିତରେ ହିନ୍ଦୁଧର୍ମ ପ୍ରତି ଘୃଣା ଏବଂ ଦେଶ ପ୍ରତି ଦ୍ରୋହ ବହୁତ ଗଭୀର ।
ଯାହା ପାଖରେ ରାଜନୈତିକ ସଂଶୋଧନର ପରିଭାଷା ଦେବାପାଇଁ ଅଧିକାର ଅଛି, ସେହି ହିଁ ସର୍ବଶକ୍ତିମାନ୍ । ନିର୍ବାଚନ ଫିର୍ବାଚନ ତ ଛୁଆଙ୍କଖେଳ, ଖେଳି ଚାଲନ୍ତୁ ।
ଇତିହାସ ପରି ପ୍ରମୁଖ ଜିନିଷକୁ ଇତିହାସକାରଙ୍କ ଭରସାରେ ଛଡାଯାଇ ପାରେନା
ଆପଣଙ୍କ ମତାମତ