ଦୁଃଖ ମୋତେ ଛୁଇଁଦେଲେ ତମକୁ ମୁଁ ମନେ ମନେ ଖୋଜେ ଅକାଳେ ସକାଳେ ସୁଖର ଖବର ଆସିଲେ ତାକୁ ବାଣ୍ଟିବାକୁ ମଣିଷ ପାଏନା ।
ତୋ କୋଳେ ଜନମିବି ମନେ ଥିଲି ଭାବି କୁଆଁ କୁଆଁ କରି କେତେ ମୁଁ କାନ୍ଦିବି ଆଶା ମରୀଚିକା କଲା ତୋର ଛନ୍ଦ ଫେରେଇ ଦେ ମୋତେ ।।୨।।
ତୁମର ମଧୁର ପ୍ରେମ ପ୍ରତି ଅଙ୍ଗକୁ ମୋର କରେ ଯେ ଅବଶ
କବିତା ଜଳିଲା ଜୀବନ ଜଳିଲା ସେ ଜଳନ ର ପରିସମାପ୍ତି ନାହିଁ ଅନ୍ତରଦାହ ର ଅବଲୁପ୍ତ ଅଂଶ ଜଳୁଥିବ ଯୁଗ ଯୁଗ ଧରି ।
ସ୍ଵପ୍ନରେ ମସଗୁଲ ନୟନରୁ ନିଦ୍ରା ପରି ହଜେ, ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ଭାଗରେ । କେତେବେଳେ କର୍ତ୍ତବ୍ୟ ଆଢୁଆଳେତ କେବେ ସମାଜର ଦ୍ଵାହି ୟା ଭିତରେ ସୃଜନଶୀଳତା ପୁଣିଥରେ...
କେଇ ମୁଠା ସୁଖିଲା ଭାତ ଆଉ ଚିମୁଟାଏ ଲୁଣ ଯେ ଯଥେଷ୍ଟ, ପିଞ୍ଜରା ହାଡତଳେ ଡହ ଡହ ଜଳୁଥିବା, ମୋର ଏଇ ଭୋକିଲା ପେଟ ପାଇଁ ।
କହନ୍ତି, ତୁମେ କାଳେ ଥାଅ କଣ କଣ ପ୍ରତି ଅନୁକୋଣେ, ତୁମେ ଥାଅ ଜଡ ଚେତନରେ ।
ଦେଖିଥିଲି ସ୍ୱପ୍ନ ଯେତେ ସବୁଯାକ ମିଛ ଆକାଂକ୍ଷା ଓ ଆଶା ଯେତେ ସବୁ କଲି ତୁଚ୍ଛ ଜିଇଁବାଟା ହେଲା ଗୋଟେ ବଡ଼ ଦୁର୍ବିପାକ ମୋତେ ପଚାରନା ପଚାରନା ମୋର କ'ଣ...
ଚିନ୍ତା କରନା ମୁଁ ନୀରବିଯିବି ଦିନେ ନା ଦିନେ ।
ଓଠ ତୁମ କଥା କହେ ଚୁପି ଚୁପି.... ଅଳସୀ ରାତିର ଶେଜେ । ପ୍ରିୟାର ଚୁମ୍ବନ ଶିହରଣ ଭରେ .... ପ୍ରୀତି ଜୋଛନାରେ ଭିଜେ ॥
ଆପଣଙ୍କ ମତାମତ