ବଇଶାଖର ଦି'ପ୍ରହର ଖରା ନୁହେଁ ସେ ସତେ ଜହର ।।
ଏବେ କାହିଁକି ଦଳ ଦଳ ପକ୍ଷୀମାନଙ୍କୁ ଦେଖିଲେ ମୋର ଗୀତ ଗାଇବାକୁ ମନ ହୁଏ ।
ଆକାଶର ସିଲ୍ହଟ୍ରେ ଗାର ଟାଣୁଥାନ୍ତି ବେଳାଭୂମିର ଅପାଂକ୍ତେୟ ଗଣ ଅପେକ୍ଷା ରଖି ପୂର୍ଣ୍ଣିମା ଚାନ୍ଦର
ତୋ ବିନୁ ଭରାନଈରେ ବୋଝେଇ ଡଙ୍ଗାଟା ବୁଡ଼ିଗଲା ପରି ଡୁବିଗଲା, ଆମ ସୁଖଦୁଃଖର ସଂସାର ଶୁଖିଗଲା ସ୍ନେହ, ମମତା ଆଉ ଆଶା, ଭରସାର ମହାପାରବାର !
ଘୃଣାର ଘୃତାଗ୍ନିରେ ଜଳିଯାଉଚି ମୋର ପୌରୁଷ ମୁଁ ଗୋଟେ ଅଯୋଗ୍ୟ ଅପଦାର୍ଥ ମଣିଷ !
ତମେ ମୋ କଳ୍ପନାର ଅନୁରକ୍ତ ସାଥି ତମେ ମୋ ସ୍ୱପ୍ନର ଅଭିଳାଷିତ ଅତିଥି
ସଂସାର ଚାହେନି ଝିଅ କହେ ମାଟି ହାଣ୍ଡି, ଘିଅ କଥା କଥାରେ ଲାଗେ ମା କୁ ବାଧା ।।
ତୁମର ମଧୁର କଥା କାନରେ ମୋର କହିତ ଚାଲୁଛି ତୁମର ନରମ ଚାହାଣୀ ହୃଦୟକୁ ମୋର ଛୁଇଁତ ଯାଉଛି କରୁଛ କି ତୁମେ ମୋତେ ପ୍ରେମ କୁହ ହୃଦୟରର ଗଭୀରରୁ...
ମୁଁ ମୋ ଝରକାରେ ଝୁଙ୍କି ପଡ଼ି ଯେବେ ଆକାଶକୁ ଚାହିଁଲି ଆକାଶଟା ସାରା ଘୋଟିଥିଲା ଘନ ଅନ୍ଧକାର !
ଓଡିଶା କରେ ଆଜି ଗରବ ପୁରୀ ଅଟେ ପୁର ସରଗ ରଥ ଯାତ୍ରାକୁ ଚାହିଛି କାଳିଆ କେବେସେ ମାଉସୀ ଘର ଜୀବ ।
ଆପଣଙ୍କ ମତାମତ