କେବେ ଦ୍ରୋପଦୀ ପୁଣି କେବେ ତୁମେ ସୀତା ଭଗନୀ,ଦାମିନୀ,ଜନନୀ ହୋଇ ଢାଳିଥାଅ ତୁମ ମମତା ସକଳ ସୁଲକ୍ଷଣୀ ତୁମେ ସତୀ ପୁନିତା
ଦେଖୁଚି କାଳିଆ ଜାଣୁଛି କାଳିଆ ହୃଦୟର ଏଠି ଏତେଟା ଆଦର ନାହିଁ ଭାବୁଛି ଭକ୍ତକୁ କହିବ ଯାଇ ସେ
ଏତିକି ଟଙ୍କାରେ ଏବେ ଘର ତ ଚଳୁନି, ଆଗକୁ କେମିତି ଚଳିବ?
ଗାଉଁଲୀ ଝିଅ ସେ ଗାଁ'ର ସେ ଅତି ଗେହ୍ଲେଇ କେମିତି ଛାଡିବ ବାପଘର ଯିବ କି ସେ ଶାଶୂଘର ଆର ଗାଁ ଟୋକାଙ୍କ ଏ ଗାଁ ରେ ହୁଏ ଭିଡ଼...
ଆଉ କାହାର ଦୁଇଟିଯାକ ଗୋଡ଼ ବା ଅଧେ ପାଦ, ବିକୃତ ଗଢ଼ଣ ! ଅଧା ମୁହଁ, ଅନ୍ଧ, ପଙ୍ଗୁ କଳେବର ଦୁଇ ଓଠ ଧାରେ କିନ୍ତୁ ସେ ହସ ଆଜିବି...
ହସନ୍ତି ନାହିଁ ଗୋଟେ ଅଶ୍ରବଣୀୟ ଚିତ୍କାର କରନ୍ତି ।
ଉଲ୍ଲାସର ଉଦବୋଧ ଆନନ୍ଦର ଆବେଗ ଶ୍ରଦ୍ଧାର ସଂକଳ୍ପ ଆଶାର ଆଲୋକ । ।
ଓଦା ଓଦା ପବନରେ ଦୋଳିରେ ଝୁଲିବା ବେଳେ ଘୁଞ୍ଚି ଆସେ ମେଘ ଦୂରାଏ ଆକାଶ
ଖୋର୍ଦ୍ଧା ପାଇକର ଶୋଣିତର ଗାଥା ଆଜି ଏ ଜାତିକୁ କରେ ନିଷ୍ଠୁର ଉପହାସ ।
ଜୀବନର ମଞ୍ଚ ଏଠି ଥିଟରର ସିନେମା ହେଲେ ସାଧନାର ପୀଠ ଜଳୁଛି ସେଠି ଯାଇହୁଏନା ଜମା
ଆପଣଙ୍କ ମତାମତ