ପାଠ ପଢ଼ିବାକୁ ଲାଗେ ଭାରି ମଜା ଅ, ଆ, ଇ, ଈ ବେଗେ ଆସ ତୁମେ ବିଦ୍ୟାଳୟ ଯିବା ଆମେରେ ଭଉଣୀ, ଭାଇ ।
ଗାଧୁଆ ପାଧୁଆ କରେନି ଭଲରେ ହାତକୁ ନଧୋଇ ଖାଏ ଗୋଡ ହାତ ସିଏ ନଧୋଇ ରାତିରେ ବିଛଣାରେ ଯାଇ ଶୁଏ ।
ଜହ୍ନମାମୁଁ ଗୋଲ୍ ସୂର୍ଯ୍ୟ ଜେଜେ ଗୋଲ୍ ଦିଗ୍ବଳୟ ଦିଶଇ ପରା ଗୋଲ୍, ଗୋଲ୍, ଗୋଲ୍
ଅଙ୍ଗୁର, ଅଁଳା, ଚେରି, ଜାମୁ ବଇଁଚି, ବେତ, ଖିରିକୋଳି ବଉଳ କୋଳି, ଗଉଡ଼ ଗୋବିନ୍ଦ କୋଳି ଲାଗି ହୁଏ କଳି ।
ସବୁ କିଛି ତାର ଲାଗଇ କାମେ, ତା'ଠୁ ଆସ କିଛି ଶିଖିବା ଆମେ ।
ହାତ ଛାଡ଼ି ଦେଇ ମୁରୁକି ହସି, ଲଥ୍ କରି ସିଏ ପଡ଼ୁଛି ବସି ।
ଥପ ଥପ ପଡେ଼ ଶିଶିର ଘାସ ପତର ପରେ, ପକ୍ଷୀ ପନ୍ତି ପନ୍ତି ଉଡ଼ନ୍ତି ବଡ଼ ଆବେଗ ଭରେ ।
ଜଙ୍ଗଲ ସେପାରେ ତା ବାପ ଘର, ଜଙ୍ଗଲଟି ବଣ ଜନ୍ତୁରେ ପୁର, ଇଷ୍ଟଦେବତାଙ୍କୁ ସ୍ମରଣ କରି, ପୁଟୁଳିଟେ ଧରି ଗଲା ବାହାରି ।
ତୁର୍ତୁରିଆ ପିମ୍ପୁଡ଼ି ଭାଇ କେଣିକି ଯାଉ ଧାଇଁକି । ମଉଜ, ଖୁସି, ଆରାମ ପାଇଁ ଟିକିଏ ବେଳ ନାହିଁକି ।
ମମି, ଡାଡ଼ି ଡାକେ ଫାଟେ କଲୋନୀ, ପିଲାଙ୍କର ନାମ ଜନି ବା ଟୋନି ।
ଆପଣଙ୍କ ମତାମତ