ଷାଠିଏ ପଉଠି ନିତି ରନ୍ଧା ହୁଏ ତୁମରି ବଡ ଦେଉଳେ ଶବରୀ ଅଇଁଠା ଖିଆ ନାମ ଟାକୁ କିଆଁ ବିଶ୍ୱ ଏଠି ବୋଲେ ?
ଏତେ ଭିନ୍ନ ଭିନ୍ନ ଗୁଣ ଅଛି ଜାଣ ଭିନ୍ନରେ ଏକତା ଦେଖ ଆମ ମନ ।
ଶିକ୍ଷାର୍ଥୀ ମାନଙ୍କୁ ଗଢ଼ି ତୋଳେ ସିଏ ଜୀବନ ବଞ୍ଚିବା ରାହାଟି ଦେଖାଏ ।
ଭାଇ ଭଉଣୀଏ ଆସ ଆସ ମୋର କରିବା ଶପଥ ଏକାଠି ଦେଶ ମାଁକୁ ନେଇ ଗର୍ବ କରିବାରେ ରହିଲେ ବି ଯିଏ ଯେଉଁଠି ।
ପାଠ ପଢ଼ିବାକୁ ନାହିଁ ମୋ ମନ ଶ୍ରେଣୀ କୋଠରୀରେ ମୋ କି କାମ ।
ଦଣ୍ଡ ମୁକ୍ତ ବୋଲି ହୋଇଛି ଲେଖା ନାଚି ଖେଳି ଆମେ ପାଉଁଟି ଶିକ୍ଷା ।
ଘାସ ଫୁଲଟି ହସିଲା ଯହିଁ ହସ ତାର କିରିକରି ଚହଟି ଗଲା ଘାସ ଫୁଲଟି ବାଆ ଦୋଳିରେ ଝୁଲି
ସଦାବେଳେ ଭଲ ଆଚରଣ କରି ସତ୍ୟ ବଚନ ହିଁ କହିବା ନାରୀଙ୍କୁ ଉଚିତ ସମ୍ମାନ ଦେଇକି ରାମ ରାଜ୍ୟ ଆମେ ଗଢ଼ିବା ।
ପଢ଼ିବା ପାଠ ଲଗାଇ ମନ ନ କରି ବହି ଅପରିଚ୍ଛନ୍ନ କରିବେ ସ୍ନେହ ସପରିଜନ ଗୁରୁଜୀ ଗୁରୁମା କହିବେ ଧନ ବଢ଼ିଆ ପିଲା ରଖିବ ଦେଶ ନାଁ ।।
ନିଦାଘ ପଛରେ ଓହ୍ଲାଉଛୁ ତୁହି ବରଷାରାଣୀ ତୋ ନାମ ନୂତନ ସର୍ଜନା କରିବାକୁ ଆଗୋ ମଣିଥାଉ ନିଜ କାମ ।
ଆପଣଙ୍କ ମତାମତ