ପ୍ରତିବର୍ଷ ଶତକଡ଼ା ୨୫ ଭାଗ ମଦଦୋକାନ ବନ୍ଦ କରି ଦିଆଯାଉଥିଲା । ଏହା ଦୁଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା ଏବଂ ଏହି ମନ୍ତ୍ରୀମଣ୍ଡଳ ଚାଲିଯିବା ପରେ ଏହା ବନ୍ଦ...
ନନ୍ଦିନୀ ଶତପଥୀ ମନ୍ତ୍ରୀମଣ୍ଡଳ ୧୯୭୩ ମସିହା ଫେବୃୟାରୀ ମାସରେ ଇସ୍ତଫା ଦେବା ପରେ ୧୯୭୪ ଫେବୃଆରୀ ଏକ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ରାଷ୍ଟ୍ରପତି ଶାସନାଧୀନ ହେଇ ରହିଥିଲା ।
ସିଂହଦେଓ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେବା ପରେ ୧୯୭୧ ମସିହାରେ ଓଡ଼ିଶା ବିଧାନସଭା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେଲା । ଏହା ପୂର୍ବରୁ ଭାରତର ରାଜନୀତି କ୍ଷେତ୍ରରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଘଟି...
ନିର୍ବାଚନ ପରେ ସ୍ୱତନ୍ତ୍ର ଦଳର ନେତା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର-ଜନକଂଗ୍ରେସ ମିଳିତ ମନ୍ତ୍ରୀମଣ୍ଡଳ ଗଠିତ ହୋଇଥିଲା
ଶ୍ରୀ ବିଜୁପଟ୍ଟନାୟକ ୧୯୬୧ ଜୁନ୍ ମାସ ଠାରୁ ୧୯୬୩ ଅକ୍ଟୋବର ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ପରେ କାମରାଜ ଯୋଜନା ଅନୁସାରେ ଇସ୍ତଫା ଦେଇ ଚାଲିଯାଇଥିଲେ
ପଦ୍ମପତ୍ରରେ ପାଣି ପରି ଢଳ ଢଳ ଆମରାଜ୍ୟ, ଓଡ଼ିଶା କେଶର ପୁଣ୍ୟ ନିଳାଞ୍ଚଳ, ପୁରୀ, ପୁରୁଷୋତ୍ତମ ମାଓବାଦୀଙ୍କ ମୁକ୍ତିତୀର୍ଥ ।
ଓଡ଼ିଶାରେ ଏହି ଦ୍ୱିତୀୟ ମିଳିତ ମନ୍ତ୍ରୀମଣ୍ଡଳ ପ୍ରାୟ ବର୍ଷେ ନ' ମାସ ପର୍ଯ୍ୟନ୍ତ ଚାଲିବା ପରେ ୧୯୬୧ ଫେବୃୟାରୀ ମାସରେ ଇସ୍ତଫା ଦେଲେ
ଏକ ପ୍ରଶାସନିକ ଓଡ଼ିଆ ଶବ୍ଦକୋଷ ପ୍ରଣୟନ କରାଯାଇଥିଲା ଓ ଓଡ଼ିଆ ଟାଇପ୍ ରାଇଟର୍ ପାଇଁ ଏକ ନୂତନ କି ବୋର୍ଡ ତିଆରି କରାଯାଇ ଟାଇପ୍ ରାଇଟର୍ ପାଇଁ ଅର୍ଡର ଦିଆହୋଇଥିଲା...
ଆପଣଙ୍କ ମତାମତ