ଅନ୍ନଦାତା ଭାଇ ହଳବଳ ଧରି ଲାଗିଯାଏ ତା'ର କାମେ କି ଖରା ବରଷା ଦିବା ଓ ନିଶିରେ ବୁଝି ଦେଶର ଧରମେ ।
ଶୀତବସ୍ତ୍ର ମଧ୍ୟେ ଛୋଟ କରି ଦିନ ବଢ଼ିଯାଇଥାଏ ରାତି, ସକାଳେ ସନ୍ଧ୍ୟାରେ କି ଧନୀ ଗରିବ ସେ କି ହୋଇଥାନ୍ତି ତାତି,
ରାସ୍ତାଘାଟ ସବୁ କରୁ କାଦୁଅ, କାମେ ଲାଗିଯାଏ ଚାଷୀର ପୁଅ ।
ଲମ୍ୱା ଲମ୍ୱା ଗୋଡ଼ ଆଠ କି ଦଶ, ଡେଣା ଦୁଇଟିରେ ଲଙ୍ଘେ ଆକାଶ ।
ପରିଶ୍ରମ ବିନା ଉତ୍ତର ଜୀବନ ଦୁର୍ବିସହ ଆଉ କଷ୍ଟ ଦେହ ଆଉ ମନ ରୋଗଗ୍ରସ୍ତ ହୋଇ ଆପେ ହୋଇଥାଏ ନଷ୍ଟ !
କଳ କାରଖାନା ସକଳ ଜଳ ଯୋଗୁଁ ଚଳଇ, ଏହାର ବିହୁନେ ଜୀବନ ଅସମ୍ଭବ ଅଟଇ ।
ତା' ଡାଳେ କୋରଡେ଼ ନିଅନ୍ତି ଆଶ୍ରୟ କେତେ ପକ୍ଷୀ ସରୀସୃପ, ଫୁଲ ଫଳ ମଧ୍ୟେ ଘୂରି ବୁଲୁଥାନ୍ତି ଶୁଆ ଗୁଣ୍ଡୁଚି ମଧୁପ ।
ବଣ ବୁଦା ଡାଳେ ଗୁପତେ କୋଇଲି ଡାକିଥାଏ କୁହୁତାନେ, ସୋରିଷ ଫୁଲର ଲହଡ଼ି ମଧ୍ୟରେ ଭାସେ କୃଷକ ସପନେ ।
ବୁଝାଇଲେ ଅଜା ଶୁଣୁ ଆରେ କୁନା କରିଛୁ ଯଦି ତୁ ମନ କହୁଅଛି ତୋତେ କାରଣ ତାହାର ରଖିଥିବୁ ତୁହି ଧ୍ୟାନ ।
ଅରୁଆ ଚାଉଳ, ନୀଳ ନାରିକେଳ, ଦୂବ, ବରକୋଳି ପତର ଆଦି । କେତେ ଯତନରେ ରତନ ପରା, ମାଆ ସବୁ ରଖିଥାନ୍ତି ସମ୍ପାଦି ।।
ଆପଣଙ୍କ ମତାମତ