ଭି.ଆଇ.ପି. ଆଉ ଏମ୍.ଏଲ୍.ଏ., ଏମ୍.ପି. ଲେଖା ହୋଇଅଛି ବସିବା ସ୍ଥାନେ ରାଜପଥ ପରେ ଯାତାୟତ ଯାର ବିଳାସ ବ୍ୟସନ କ୍ଷିପ୍ର ଯାନେ ।
ଆଲୁଅ ସରୁ ନ ଥିବା ପ୍ରେମ ଏକ ଋତୁହୀନ ମହାଋତୁ
ଫିସାଦିରେ ଦେଶଟା ଡୁବିଯିବା ପରେ କେମିତି ଉଦ୍ଧାର ହବ ଆମର ନୀରବିତ ପ୍ରଶ୍ନ ଅବଶିଷ୍ଟ ଜୀବନ ?
ଏଣିକି ପୃଥ୍ୱୀର ଯେତେ ଜନ ପରିଜନ ଶତ୍ରୁ ମିତ୍ର, ଚିହ୍ନା ଅଚିହ୍ନା, ସାଥୀ ଦିଅନ୍ତୁ କି ନା ଫରକ ପଡ଼ିବନି କିଛି ଏକା ଚାଲିବାରେ ।
ନା ଆକାଶ, ନା ମାଟି ନା ପାଣି ପବନ କେହି ବି ଅଜାଡ଼ି ପଡ଼ନ୍ତି ନି ତୁ ହୋଇ ମୋ ଆହୂତ ହାତରେ ।
ଅଣ୍ଟା ଉପରକୁ ଉଠିବାକୁ ନାରାଜ ମୁଣ୍ଡଟେକି ଚାହିଁଲା କହିଲା, ପାଇଖାନା ପିଲ ଗଣ୍ଡେ ଦେବୁତ ବାପ ।
ପାଛୋଟି ନେଲି ମୁଁ କରି ଆଦର ଲକ୍ଷ୍ମୀ ଆସିଛନ୍ତି ଘରକୁ ମୋର
ମୁଁ କଣ ତ୍ରୀଡ଼ନକ ନା ବ୍ୟାଘ୍ର ଜଳଚର ନା ସ୍ଥଳଚର ବା ଉଭୟଚର ନା ଆତ୍ମା ଭିତର ଉଞଡ଼ନ୍ତା ପକ୍ଷୀ ?
ହଜାଇ ଦେଇଛି କବିତାଖାତା ନବ ପଲ୍ଲବରେ ବସନ୍ତ ସ୍ୱାକ୍ଷର ସବୁଜ କ୍ଷେତରେ କିଶୋରୀ ପବନର ଉଚ୍ଚନ୍ନ ନୂପୁର
ଖବର ଆଣେ ସକାଳର ନରମ ଖରା କାନ୍ଦିଥିଲା କିଏ କାଲି ରାତିରେ, ବିନ୍ଦୁ ବିନ୍ଦୁ ଅଚିହ୍ନା ଲୁହ ଚିହ୍ନା ଚିହ୍ନା ଫୁଲର ପାଖୁଡ଼ାରେ,
ଆପଣଙ୍କ ମତାମତ