ପଦ୍ମପତ୍ରରେ ପାଣି ପରି ଢଳ ଢଳ ଆମରାଜ୍ୟ, ଓଡ଼ିଶା କେଶର ପୁଣ୍ୟ ନିଳାଞ୍ଚଳ, ପୁରୀ, ପୁରୁଷୋତ୍ତମ ମାଓବାଦୀଙ୍କ ମୁକ୍ତିତୀର୍ଥ ।
ସନ୍ଧ୍ୟାବେଳ ଗୋଧୂଳିରେ. . . ଖେଳୁଥିଲି ସାଙ୍ଗସାଥି ମେଳେ. . . ଖୋଜୁଥିଲି ତୁମକୁ ମୁଁ, ରହି ରହି ଆକାଶରେ, ମନେ ମନେ ରୁଷୁଥିଲି. . . ରହି ରହି...
କେତେ ଶତ୍ରୁ କେତେ ବାଧା ସାମନା କରିଛି ଯଦି ପଳାୟନ ପନ୍ଥୀ ହୋଇ ଯାଇଛନ୍ତି ଫେରି ସତ୍ୟ, ନିଷ୍ଠା, ଏକାଗ୍ରତା ପରିଶ୍ରମ ଶ୍ରଦ୍ଧା ମୋର ମୋ ଚାଲିବା ପଥେ ଚାଲିଛନ୍ତି...
ପତ୍ରରେ କମ୍ପନ, ଝରଣାରେ ସୁର ଆଉ ଖୁସିର ସପନ ସୁରଭିତ ମନ ତଳେ
ଶୁନ୍ଶାନ୍ ମଠ-ମନ୍ଦିର ନବଯୌବନ ନିଆଁରେ ଜଳୁଛି ପାଖଣ୍ଡୀ ମଠାଧୀଶ. . . ମା' ଆସିବେ ବୋଲି-
ଆଜି, ଯେମିତି ହେଉ ମତେ ସଂଗ୍ରହ କରିବାକୁ ହେବ ରକ୍ତରୁ ସ୍ୱାଭିମାନର ଅରୁଣ ଉଦ୍ଭାସିତ ।
ଜନ୍ମ ହୁଏ ନୂଆ ଜଣେ ଭଗବାନଙ୍କର ତାଙ୍କରି ଅର୍ଥହୀନ ଭାଷଣ ଓ ଯାଦୁ ମୂର୍ଖ ଭକ୍ତମାନଙ୍କୁ ପ୍ରତୀୟମାନ ହୁଏ ଅଲୌକିକତା ପରି
ଏଇ ଯାଯାବର ଜୀବନର ତ ଯହିଁ ସମାପ୍ତି, ହେଲେ ରଖିଛି ଏକ ଆଶା ତଥାପି. . . କିଏ ସେ ? ଆସିବ କେବେ ??
ଦେଖିନି କେଉଁଠି କେବେ ବି ଜାଣିନି ରୂପ ରଙ୍ଗ, ଗଭୀରତା କେତେ ? ଅନିର୍ଦ୍ଦିଷ୍ଟ କାଳ ପାଇଁ ନିରୁଦ୍ଦିଷ୍ଟ କାଳେ, କେଉଁ ଗଳି କନ୍ଦି ଦେଇ ଆସିଯିବ କିଞ୍ଚିତ୍ ମୁହୂର୍ତ୍ତ...
ସମୁଦ୍ରର ପରି ସ୍ୱାଧୀନତା ଆବଶ୍ୟକ ବ୍ୟକ୍ତ କରିବାକୁ ମହତ ଚେତନା ଏ ଜଗତ ବକ୍ଷରେ,
ଆପଣଙ୍କ ମତାମତ