ପୂରୁବ ଝର୍କା ସେପାଖେ ଆସ ତୁମେ ସୂରୁଯଟେ ହୋଇ ଭିତର ଓ ବାହାରର ଅନ୍ଧକାର ଅବା କ୍ଳାନ୍ତିତକ ଧୋଇ ପହିଲି ମୂରୁଜ ବୁଣି ଆଭାହିତ ହୁଏ ଧରା ଦିନଟେ ଅଳସ...
ସାସୁ ଶ୍ଵଶୁର ପରିବାର, ସ୍ଵାମୀ ଜୀବନ କର୍ମଧାର ଚାହୁଁ ନଥିଲେ କନ୍ୟା ସନ୍ତାନ ନ ହେଉ ଜନ୍ମ ତୋର ।।
ଶୋଇ ପାରେ ନା ରାତିରେ ଛାତିରେ ତ ମୋର ପରଶ ତୁମ ଲାଗିକି ରହିଛି ଶିହରଣ ଖେଳିଯାଏ ତ ଦେହରେ ତୁମ ପରଶ କୁତୁ କୁତୁ କରେ ।
ମିଳି ତ ଯାଇଛି ଭାଷା ପାରିଜାତ ପଛକୁ ଲେଉଟ ନାହିଁ, ହଟା ଇଂରେଜୀ ମାଧ୍ୟମ ଭାଇ ଜାତି ସ୍ୱାଭିମାନ ପାଇଁ ।
ଘରଦିନେ ଆଙ୍କିଥିଲେ ଭୀମଭୋଇ, ବଳରାମ, ଅଚ୍ୟୁତ, ଅନନ୍ତ ଶୂନ୍ୟଘର, ବ୍ରହ୍ମାଣ୍ଡ ଭୂଗୋଳ, ସେ ଘରର ନଥିଲା ନକ୍ସା କିମ୍ୱା ରଙ୍ଗର ପ୍ରାଚୁର୍ଯ୍ୟ ଶବ୍ଦ ଓ ଭାବରେ ବାନ୍ଧିଥିଲେ ପୁନଶ୍ଚ ସଂସାର...
ୟା' ଭିତରେ ଚିତ୍ରକର ତୂଳୀ ଧରିଲା, ତୂଳିରେ ରଙ୍ଗ ମାରି କାନ୍ଭାସକୁ ଚାହିଁଲା, ଚାହିଁଲା ଗାଁ ଲୋକଙ୍କ ମୁହଁକୁ ।
ପ୍ରତ୍ୟେକ କିଛି ନା କିଛି ଚିନ୍ତା ଧରିଛନ୍ତି ଏ ସଂସାରେ କେହି ଚିନ୍ତା ବିହୀନ ନୁହନ୍ତି ନିଜ ଚିନ୍ତା ନିଜେ ଆମେ କରିଛୁତ ସୃଷ୍ଟି ନିଜେ ଚେଷ୍ଟା କଲେ ସେଥିରୁ...
ପାଲାଟି ଆରମ୍ଭ କଂଗ୍ରେସ କାଳରୁ ଷାଠିଏ ଦଶକ ଠାରୁ ବିଜେଡି ଶେଷରେ ଭାଲୁ ଲାଞଧରି ହୁଏ ଖାଲି ଗାରୁଗାରୁ
ତୁମେ ଆସିଥିଲେ, ଫୁଲ ସବୁ ଫୁଟିଥାଆନ୍ତେ ମହକେଇ ଦେଇଥାଆନ୍ତେ ସାରା ଅଗଣାରେ, ଝରକା ପାଖରେ ମଲ୍ଲିକା ବି ଶୋଇବା ଘରେ ବାସ ଭରିଦେଇ ଥାଆନ୍ତା ।
ସାଙ୍ଗରେ ଥାଏ କିଛି ବ୍ୟକ୍ତିଗତ, ଜିନିଷ, ଘର ଲୋକଙ୍କ ପାଇଁ କିଛି କପଡା, ଦାଦାଙ୍କ କୁନି ଝିଅ ପାଇଁ, କିଛି ଚକୋଲେଟ, ବୁଢ଼ୀ ମା ପାଇଁ, ରେଶମ କପଡା ଏମିତି...
ଆପଣଙ୍କ ମତାମତ