ହ୍ୟାଲୋ ! ଟିକେ ଜୋର୍ରେ କୁହ, ତମ କଥା ଅସ୍ପଷ୍ଟ ଅସ୍ପଷ୍ଟ ।। ଏ ପୃଥିବୀରେ ସମସ୍ତଙ୍କୁ ଏକା ଏକା ଏକା ଫେରିବାକୁ ହୁଏ ଏକଥା ମୋ ଗୁରୁଙ୍କ ବଚନ...
ତମ ବିନା ପୃଥିବୀକୁ ଭଲ ପାଇବାଟା ମିଛ ମିଛ- ନା ଅଛି ହୃଦୟ, ନା ମନ ନା କିଛି ଅନନ୍ୟ ଆତ୍ମୀୟତା ଖାଲି ଛଳନା ଓ ଆତ୍ମ ପ୍ରବଞ୍ଚନା ।
ଆଖିରେ ଧୂଳି ଟିକେ ପଡ଼ିଗଲେ ଉଷୁମ ଲୁଗା କାନିକୁ କେହି ମାଡ଼ି ଦେଉନି ଦୁଇ ଆଖିରେ ।
ଏବେ କମ୍ପାନୀବାଲା ହକାରିଲେଣି ତୋ ଦେହକୁ ତାଡ଼ି ବସିବ ତତଲା ଲୁହା କାରଖାନା ଗଦା ଗଦା ପାଉଁଶ ଭକ୍ଭକ୍ ଧୂଆଁ ଭିତରେ ବାଞ୍ଝ ହେବ ତୋ ବେଉଷଣ ମାଟି ।
ମୋ ଧ୍ୟାନ ଭଗ୍ନ ହେଲା ମୁଁ ଫେରି ଚାହିଁଲା ବେଳକୁ ଆଖି ଖୋଲି ସାତ ରଙ୍ଗରେ ଭରିଥିଲା ମୋ ଚତୁଃପାର୍ଶ୍ୱ ।
ସେମାନଙ୍କ ବର୍ବରତା! କୋଉ ସୀମାକୁ ଚାହିଁଛ ! ସତ ମଣିଷମାନେ ଧର୍ମ ବଦଳାଇଲେଣି !
ଯୌବନ ସମ୍ଭାରରେ ତୁମେ ଉଛୁଳୁଛ ତୁମର ଲାଲ ଓଠରେ ପ୍ରେମର ମଧୁ ଭରିକି ରହିଛି ଜୁଆର ଭଳି ମାଡି ଯେ ଆସୁଛି ଛୁଇଁ ଯାଉଛି ମୋହର ଓଠକୁ କିଛି ବାଧା...
ନୂଆ ଦୁଇ ଆଖି, ନପରାଇ ଦେଖି ଅନ୍ଧାରରେ ଯାଏ ମିଶି ନୂତନ ଓଠଟି ବନ୍ଦ ହୋଇଯାଏ ପାରିବା ଆଗରୁ ହସି ।।
କେବେ ଏମିତ ମୋ........ଗୋଟେ କଥା ମାନ ଯାହା କହୁଛି ମୁ..........ହସିକରି ଟିକେ ଶୁଣ
ବନ୍ଧୁତା ପରି ପବିତ୍ର ସମ୍ପର୍କ ଦୁନିଆରେ ସତେ କାହିଁ କୃଷ୍ଣ ଆଉ ସୁଦାମାଙ୍କ ସମ୍ପର୍କ ଭଳି ରହିଥିବା ଅମର ହୋଇ.......।
ଆପଣଙ୍କ ମତାମତ