ମୁଁ କହିଲି- ୟେତ ଆନନ୍ଦର କଥା ଝିଅ ଆପଣଙ୍କର ନାଁ କଲାଣି; ବନ୍ଧୁ କହିଲେ- ବହି ନବାହାରୁଣୁ ଶ୍ରେଷ୍ଠକବି ବୋଲି ଘୋଷଣା ହେଲାଣି !
ଆବାସ ଯୋଜନା ଗରିବ ନାମେ, ଲାଗଇ ତାହା ତ ଧନୀର କାମେ । ଯେଉଁ ରାଇଜେ ଗରିବ ପାଏନି ଗୋଡ଼େଇ ଗୋଡ଼େଇ ବର୍ଷ ବର୍ଷକ, ସେଇ ରାଇଜର ମୁଖିଆମନ୍ତ୍ରୀ ଶ୍ରେଷ୍ଠ...
ଏଡିକି ବିଶାଳ ମୂର୍ତ୍ତି ମୋ କରୁଛ ଦେଖିଲେ ଡରୁଛି ମୁହିଁ ଥନ୍ତଲ ପେଟକୁ ଦେଖଉଛ ବସି ଶରମ ଟିକିଏ ନାହିଁ ।
ତୋ ମମ ଯାଇଛି ଅଫିସ କୁ ଚାଲି ଡ୍ୟୁଟି କରିବ ବୋଲି ତୋତେ ଛାଡ଼ି ଦେଇ ମୋରି କୋଳରେ ଯାଏ ସେ ତାପରେ ଭୁଲି ।୧।
ମାଷ୍ଟ୍ରେ କହନ୍ତି ପାଠପଢା ଆଡଭାନ୍ସ ହେଲାଣି ହ୍ୱାଟ୍ସଆପ ନମ୍ବର ନିଅ; ମୁଁ ତ ଦିନସାରା ବ୍ୟସ୍ତ ରାତିକି ମୋ ସହ ଚାଟରେ ଜ୍ଞାନ ନିଅ ! ଅମାନିଆ ଯଦି ହୁଅ,...
କେବେ ସିଏ କୁକୁର ପରି ଧାଏଁ କେବେ ବିଲେଇ ପରି ମ୍ୟାଉଁମ୍ୟାଉଁ; ଏତେ ସୁନ୍ଦର ଅଭିନୟ ମଣିଷ ଛଡା କିଏ ବା କରିପାରିବ ଆଉ !
ଶ୍ରମିକ ଆଉ ପ୍ରେମିକ ଭିତରେ ଅଧିକ କିଛି ଫରକ ନାହିଁ; ପ୍ରେମିକ ଦିବସ ନଥିବାରୁ ଏହା ଶ୍ରମିକ ଦିବସେ ଦେଉଚି କହି !
ନାନାବାୟା ଗୀତ ହେଲା ଅଜଣା ଜହ୍ନ ମାମୁଁ ହାତେ ଖସି ପଡ଼େନା ଜନି ଜନି ଗାଇ ଗୀତ ପଢ଼ିଲେ କାର୍ଟୁନ୍ ଟିଭିରୁ କଥା ଶିଖିଲେ ।।
ଦାରୋଗା ବାବୁଏ ନାଁ ଗାଁ ଲେଖ ଆଗକୁ ଆସିବ କାମ ପୂଜାପର୍ବାଣୀରେ ଆଗରୁ ଠୁକିଲେ ହାଜତରେ ନେବେ ନାମ
ଦୁନିଆ ଦସ୍ତୁର ସଦା ପ୍ରଚଳିତ ଅନୁକମ୍ପା ନାହିଁ ଆମରି ସହିତ ସନ୍ଦେହ ଚକ୍ଷୁରେ ପରମାଦ ଗଣି ପରତେ ନଯିବେ ଆମ କଥା ଶୁଣି ।
ଆପଣଙ୍କ ମତାମତ