ପୁଣି ମୋ ଠି ଅଛି ଔଷଧ ଗୁଣ ଜାଣ ନାହିଁ ଯଦି ବିଜ୍ଞଠୁ ଶୁଣ ।
ସନ୍ତସନ୍ତିଆ ଜାଗାକୁ ଦେଖି ସେଇଠି ସିଏ ରୁହେ ପୋକ,ମଇଳା ଏସବୁ ଖାଇ ଆରାମରେ ସେ ଥାଏ ।
ନିରଳଶ ଭାବେ ଝର ଝର ଝରେ ଝରଣା ଟିଏ ଧୀର ମୃଦୁ ଧାରେ କଳ କଳ ନାଦେ ଝରୁଛି ସିଏ ।
ଜ୍ଞାନ ପାଇଁ ଫୁଲ ପରି ବାସ କୁ ବିତରି ସଭିଏଁ ହେବାରେ ଆମେ ପ୍ରିୟ ଯେ ସବୁରି ।
ବାରବାର କରି ଏହି କଥା କୁହେ ତାହାରି କଥା ତ ଆଦୌ ମିଛ ନୁହେଁ ।
ଅନୁରୋଧ କରେ କି, ହେ ମାନବ ସମାଜ ହୋଇ ସଚେତନ ତ୍ୟାଗକର ଗଛ କାଟିବା । କାରଣ ମାନବ ସତ୍ତା ତେତେ ସମ୍ଭବ ଯେତେ ଆମେ ବୃକ୍ଷ ଲଗାଇବା ।
ନେଇ ଆସିଥାଅ ଅନେକ ଅଳସ ଭେଟି ଦେବାକୁ ଦିବା ହେଉ ଅବା ରାତିରେ କିନ୍ତୁ ଫେରିବା ବେଳେ ନେଇ ଚାଲିଯାଅ ଧରାର ସବୁ କ୍ଳାନ୍ତି ନିଜ ସାଥିରେ ।
ପରଶ୍ରୀକାତର ଯେବେ ହେବ ତୁମ୍ଭେ ପାଇବ ନାନାଦି ଦୁଃଖ ଭଲ ଚିନ୍ତା କରି ପରିଶ୍ରମ କଲେ ନିଶ୍ଚିନ୍ତ ପାଇବ ସୁଖ ।
ବରଷା ରାଣୀ ଲୋ ବରଷା ରାଣୀ ମୋ ମନରେ ଥିବା କଥାକୁ ଜାଣି ଯାଆ ଲୋ ବରଷି ଯା ଉଛୁଳି ପଡୁ ଲୋ ନଈ ପୋଖରୀ ବର୍ଷା ନେଇ ତୁ...
ହୋଇପାରେ ନର ବଡ଼ ବୁଦ୍ଧିବନ୍ତ ହୋଇପାରେ ଜୀବ ଶ୍ରେଷ୍ଠ ହେଲେ ସମୟଟା ମାନେ ନି କା କଥା କଲେ ଯେତେ ଯା' ଆକଟ ।
ଆପଣଙ୍କ ମତାମତ