କବିତା

ପରଶ୍ରୀକାତର

Gupteshwar Nanda's odia poem for children Parashrikaatar

ପରଶ୍ରୀକାତର ଯେବେ ହେବ ତୁମ୍ଭେ
ପାଇବ ନାନାଦି ଦୁଃଖ
ଭଲ ଚିନ୍ତା କରି ପରିଶ୍ରମ କଲେ
ନିଶ୍ଚିନ୍ତ ପାଇବ ସୁଖ ।

ପରଶ୍ରୀକାତର

ଜୀବନରେ ଯଦିଆଗେ ବଢ଼ିବାକୁ
ଚାହୁଁଥାଏ ତୁମ ମନ
ପରଶ୍ରୀକାତରନ ହୁଅ କେବେ ହେ
ଭାବିକି ଏହାକୁ ଖୁଣ ।

ପରଶ୍ରୀକାତରଯେବେ ହେବ ତୁମ୍ଭେ
ପାଇବ ନାନାଦି ଦୁଃଖ
ଭଲ ଚିନ୍ତା କରିପରିଶ୍ରମ କଲେ
ନିଶ୍ଚିନ୍ତ ପାଇବ ସୁଖ ।

ଅଳ୍ପ ହେଉ ପଛେନିଜ ଜିନିଷରେ
ସନ୍ତୋଷ ହୋଇ କି ଦେଖ
ବଡ଼ ବେଶୀ ବୋଲିପରା ବସ୍ତୁଟିକୁ
ଈର୍ଷାରେ ଦେଖନ୍ତି ମୂର୍ଖ ।

ଈର୍ଷା, ଦ୍ୱେଷ ଆଦିଦୂର କଲେ ହେବ
ଏ ସଂସାରେ ହୃଷ୍ଟ ମନା
ଏହି ଅଭ୍ୟାସକୁଦିନଚର୍ଯ୍ୟା କଲେ
ମହତେ ହୋଇବ ଗଣା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top